ମାଣିତ୍ରୀ ଗାଁରେ ଭାସିଲା ୧୩ ଫୁଟ ଲମ୍ବର ଡଙ୍ଗା  

Ordigital Desk
  • Published: Saturday, 04 November 2017
  • , Updated: 04 November 2017, 10:31 AM IST
<p>ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗାଁରେ ଏକ ୧୩ ଫୁଟ ଲମ୍ବର ଡଙ୍ଗା ଭସା ଯାଇ ବୋଇତ ବନ୍ଦାଣ କରାଯାଇଛି। ସ୍ଥାନୀୟ ମଦନ ମୋହନ ଯୁବକ ସଂଘ ପକ୍ଷରୁ ଏହି ଡଙ୍ଗା ତିଆରି କରାଯାଇଥିଲା। ଡଙ୍ଗାକୁ ସୋଲ ଓ ବାଉଁଶରେ ପ୍ରସ୍ତୁତ କରାଯାଇଥିଲା। &nbsp;ଏଥିସହିତ ମହିଳାମାନଙ୍କ ଦ୍ୱାରା ଆକର୍ଷଣୀୟ ମୁରୁଜ ପ୍ରତିଯୋଗିତା କରାଯାଇଥିଲା।</p>

Related story