ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଭଗବାନ ବଗର୍ତ୍ତିଙ୍କ ଇସ୍ତଫା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତି ଆଜି କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦୁଇ ଦିନ ତଳେ ଦଳୀୟ ବ୍ୟାପାରକୁ ନେଇ  ଅସନ୍ତୋଷ ଦେଖାଦେଇଥିଲା। ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ  ବଲାଙ୍ଗିର ଓ ଓ ସୋନପୁର  ଜିଲ୍ଲାର ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା। ଏନେଇ ଅସନ୍ତୁଷ୍ଟ ଥିବା  ଭଗବାନ ଆଜି […]

bhagabanv

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 01:59 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତି ଆଜି କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦୁଇ ଦିନ ତଳେ ଦଳୀୟ ବ୍ୟାପାରକୁ ନେଇ  ଅସନ୍ତୋଷ ଦେଖାଦେଇଥିଲା। ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ  ବଲାଙ୍ଗିର ଓ ଓ ସୋନପୁର  ଜିଲ୍ଲାର ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା। ଏନେଇ ଅସନ୍ତୁଷ୍ଟ ଥିବା  ଭଗବାନ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି।

Related story