ବଲାଙ୍ଗୀର: ବିଶ୍ୱ ଆଦିବାସୀ ଦିବସ ପାଳିତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ଆଦିବାସୀ କଲ୍ୟାଣ ମହାସଂଘ ଦ୍ୱାରା ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ  କଲେଜ ଠାରୁ ପାରଂପାରିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇ ବାହାରିଥିଲା ଆଦିବାସୀଙ୍କ ଶୋଭାଯାତ୍ରା। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ଜିଲ୍ଳାର ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହାସହିତ ନକଲି ଆଦିବାସୀ ହଟାଇବା ଦାବିକୁ ଜୋରଦାର କରିବା ପାଇଁ ଆଦିବାସୀ କଲ୍ୟାଣ ମହାସଂଘ ନିଷ୍ପତ୍ତି ନେଇଛି।

adibasi

adibasi

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 12:39 PM IST

Sports

Latest News

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ଆଦିବାସୀ କଲ୍ୟାଣ ମହାସଂଘ ଦ୍ୱାରା ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ  କଲେଜ ଠାରୁ ପାରଂପାରିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇ ବାହାରିଥିଲା ଆଦିବାସୀଙ୍କ ଶୋଭାଯାତ୍ରା। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ଜିଲ୍ଳାର ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହାସହିତ ନକଲି ଆଦିବାସୀ ହଟାଇବା ଦାବିକୁ ଜୋରଦାର କରିବା ପାଇଁ ଆଦିବାସୀ କଲ୍ୟାଣ ମହାସଂଘ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos