ବଲାଙ୍ଗୀର: ଗ୍ୟାସ୍ ସିଲିଣ୍ଡର ଫାଟି ୭ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସହର ଲକ୍ଷ୍ମୀନଗରରେ ଗ୍ୟାସ୍ ସିଲିଣ୍ଡର ଫାଟି ୭ ଜଣ ଗୁରୁତର ହୋଇଛନ୍ତି। ରୋଷେଇ କରୁଥିବାବେଳେ ଗ୍ୟାସ୍ ସିଲିଣ୍ଡରଟି ହଠାତ୍ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୪ ଶିଶୁ ଅଛନ୍ତି। ସମସ୍ତ ଆହତଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାଂଶଙ୍କ ଶରୀର ୪୦ ପ୍ରତିଶତରୁ ଅଧିକ ପୋଡି ଯାଇଥିବା ପ୍ରାଥମିକ ଚିକିତ୍ସା ସମୟରେ ଜଣାପଡିଛି। ତେବେ କିଭଳି ସିଲିଣ୍ଡର ଫାଟିଲା ତାହା ଜଣା ପଡିନାହିଁ।

bolangir

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 06:49 AM IST

Related story