ପବ୍ଲିକ୍‌ ପ୍ଳେସରେ ଜୋତାରେ ପିଟିଲା ପୁଲିସ, ଭିଡିଓ ଭାଇରାଲ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ବଲାଙ୍ଗିର ଟାଉନ ପୁଲିସ। ସର୍ବସାଧାରଣରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ସାଧରଣ ଲୋକଙ୍କ ସହ ମିଶି ଜଣେ ମହିଳା ପୁଲିସ ମାଡ଼ମାରୁଥିବା ଅଭିଯୋଗ ହୋଇଛି। ଏମିତି ମହିଳା ପୁଲିସ ଜଣକ ଜୋତାରେ ମାଡ଼ ମାରିବା ଓ  ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଭିଡିଓ ଭାଇରାଲ ହେଉଛି। ଆଇନଗତ କାର୍ଯାନୁଷ୍ଠାନ ବଦଳରେ ପବ୍ଳିକ ପ୍ଳେସରେ ପୁଲିସର ଥାର୍ଡ ଡିଗ୍ରୀକୁ ନେଇ ଏବେ ଚର୍ଚ୍ଚା। ଜନଗହଳିପୂର୍ଣ୍ଣ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ଭିତରେ […]

j-976

j-976

Tapas Behera
  • Published: Monday, 05 August 2019
  • Updated: 05 August 2019, 08:33 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ବଲାଙ୍ଗିର ଟାଉନ ପୁଲିସ। ସର୍ବସାଧାରଣରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ସାଧରଣ ଲୋକଙ୍କ ସହ ମିଶି ଜଣେ ମହିଳା ପୁଲିସ ମାଡ଼ମାରୁଥିବା ଅଭିଯୋଗ ହୋଇଛି। ଏମିତି ମହିଳା ପୁଲିସ ଜଣକ ଜୋତାରେ ମାଡ଼ ମାରିବା ଓ  ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଭିଡିଓ ଭାଇରାଲ ହେଉଛି।

ଆଇନଗତ କାର୍ଯାନୁଷ୍ଠାନ ବଦଳରେ ପବ୍ଳିକ ପ୍ଳେସରେ ପୁଲିସର ଥାର୍ଡ ଡିଗ୍ରୀକୁ ନେଇ ଏବେ ଚର୍ଚ୍ଚା। ଜନଗହଳିପୂର୍ଣ୍ଣ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ମହିଳା କନେଷ୍ଟେବଳ ମୀନା ମଲ୍ଲିକ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ଏପଟେ ଫାଣ୍ଡି ଓ ଟାଉନଥାନା ଅଧିକାରୀ କିନ୍ତୁ କଥାକୁ ବୁଲାଇ ବଙ୍କାଇ କହିଛନ୍ତି।  ପୁଲିସର କହିବାନୁଯାୟୀ, ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ମଦ୍ୟପ ଜଣକ ଆକ୍ରମଣ କରିଥିଲେ।

ମହିଳା କନଷ୍ଟେବଳଙ୍କ ଡାହାଣ ହାତକୁ ମୋଡ଼ି ଦେଇଥିଲେ ମଦ୍ୟପ। ପରେ ଖବର ପାଇ ପିସିଆର ଗାଡ଼ିରେ ମଦ୍ୟପକୁ ଥାନାକୁ ନିଆଯାଇଥିଲା। କିନ୍ତୁ ରବିବାର ରାତିରୁ ସମ୍ପୃକ୍ତ ମଦ୍ୟପକୁ ଟାଉନ ଥାନାକୁ ଆଣିଥିଲେ ବି ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଉନି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story