ହରପାର୍ବତୀଙ୍କ ବିବାହ ଶୋଭାଯାତ୍ରା ପାଇଁ ପ୍ରଭା ତିଆରିରେ ମଗ୍ନ କାରିଗର

<p>ବଲାଙ୍ଗିର (ସସ୍ମିତା ସାହୁ): ହରପାର୍ବତୀଙ୍କ ବିବାହ ପାଇଁ ଏବେ ଉତ୍ସବମୁଖର ବଲାଙ୍ଗିର। ଚାରିଆଡେ ଉତ୍ସାହର ପରିବେଶ। ୧୭ ତାରିଖର ବାହାଘର, ୧୯ ତାରିଖରେ ଯୁବଳବନ୍ଦୀ ଶୋଭାଯାତ୍ରା। ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ମେଢ ଏବଂ ପ୍ରଭା ସାମିଲ ହେବ। ଠିକ୍&zwnj; ସମୟରେ ପ୍ରଭା ଓ ମେଢ ତିଆରି ସାରିବାକୁ ଲାଗିପଡିଛନ୍ତି କାରିଗର। ଏହାସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ମଞ୍ଚ ତିଆରି କାମ ଜୋରସୋରରେ ଚାଲିଛି। ଦେବ ଦମ୍ପତିଙ୍କ ବାହାଘର ପାଇଁ ରାଧାରାଣୀ ପଡାରେ ଚାଲିଥିବା ପ୍ରସ୍ତୁତି ପର୍ବକୁ ନେଇ ଓଡ଼ିଶା ରିପୋର୍ଟର ପ୍ରତିନିଧି ସସ୍ମିତା ସାହୁ ଆଲୋଚନା କରିଚନ୍ତି କିଛି କାରିଗରଙ୍କ ସହ।</p>

Ordigital Desk
  • Published: Friday, 15 June 2018
  • Updated: 15 June 2018, 09:21 PM IST
<p>ବଲାଙ୍ଗିର (ସସ୍ମିତା ସାହୁ): ହରପାର୍ବତୀଙ୍କ ବିବାହ ପାଇଁ ଏବେ ଉତ୍ସବମୁଖର ବଲାଙ୍ଗିର। ଚାରିଆଡେ ଉତ୍ସାହର ପରିବେଶ। ୧୭ ତାରିଖର ବାହାଘର, ୧୯ ତାରିଖରେ ଯୁବଳବନ୍ଦୀ ଶୋଭାଯାତ୍ରା। ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ମେଢ ଏବଂ ପ୍ରଭା ସାମିଲ ହେବ। ଠିକ୍&zwnj; ସମୟରେ ପ୍ରଭା ଓ ମେଢ ତିଆରି ସାରିବାକୁ ଲାଗିପଡିଛନ୍ତି କାରିଗର। ଏହାସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ମଞ୍ଚ ତିଆରି କାମ ଜୋରସୋରରେ ଚାଲିଛି। ଦେବ ଦମ୍ପତିଙ୍କ ବାହାଘର ପାଇଁ ରାଧାରାଣୀ ପଡାରେ ଚାଲିଥିବା ପ୍ରସ୍ତୁତି ପର୍ବକୁ ନେଇ ଓଡ଼ିଶା ରିପୋର୍ଟର ପ୍ରତିନିଧି ସସ୍ମିତା ସାହୁ ଆଲୋଚନା କରିଚନ୍ତି କିଛି କାରିଗରଙ୍କ ସହ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos