ଦ୍ରୁତ ଗତିରେ ଯାଉଥିଲା ବୋଲେରୋ, ହଠାତ୍‌ ଫୁଟିଲା ଲ୍ୟାଣ୍ଡମାଇନ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ଟାର୍ଗେଟକୁ ଆସିଗଲେ ନିରୀହ ଲୋକ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଘଟାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁ ୧୨ ନିରୀହ ଲୋକ  ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।  ଏପରି ଅଭାବନୀୟ ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଘଟିଛି। ଆଜି ସକାଳେ ଏକ ଯାତ୍ରୀବାହୀ ବୋଲେରୋ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ଅତିକ୍ରମ କରୁଥିଲା। ଏହି ସମୟରେ ହଠାତ୍‌ ଏକ  ବିସ୍ଫୋରଣ […]

bolero blast

bolero blast

Niharika Rout
  • Published: Thursday, 05 August 2021
  • Updated: 05 August 2021, 02:42 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ଟାର୍ଗେଟକୁ ଆସିଗଲେ ନିରୀହ ଲୋକ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଘଟାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁ ୧୨ ନିରୀହ ଲୋକ  ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।  ଏପରି ଅଭାବନୀୟ ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଘଟିଛି।

ଆଜି ସକାଳେ ଏକ ଯାତ୍ରୀବାହୀ ବୋଲେରୋ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ଅତିକ୍ରମ କରୁଥିଲା। ଏହି ସମୟରେ ହଠାତ୍‌ ଏକ  ବିସ୍ଫୋରଣ ହୋଇଥିଲା। ଏଥିରେ ବୋଲେରୋରେ ଥିବା ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ତେଲେଙ୍ଗାନା ଯିବା ସମୟରେ ଏଭଳି ଘଟଣା ଘଟିଛି।

ଘଟଣା ସ୍ଥଳରେ ଦନ୍ତେବାଦ ଏସପି ଅଭିଷେକ ପଲବ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଦନ୍ତେବାଦ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।  ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ଗାଡିଟିର ଆଂଶିକ ଭାଗରେ ଏହି ଲ୍ୟାଣ୍ଡ ମାଇନ୍‌ ଫୁଟିବାରୁ ଗାଡିର ଗୋଟିଏ ପାଖ ନଷ୍ଟ ହୋଇଥିବା ବେଳେ ମୃତାହତ ହୋଇ ନାହାନ୍ତି କେହି ଯାତ୍ରୀ। ଏହି ଘଟଣା ପୁଲିସ୍‌ କ୍ୟାମ୍ପଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି। ଯବାନଙ୍କୁ ଟାର୍ଗେଟ କରି ନକ୍ମାସଲନେ ଏହି ଲ୍ୟାଣ୍ଡ ମାଇନ୍‌ ପୋତିଥିବା ବେଳେ ଶିକାର ହେଲେ ସାଧାରଣ ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story