କଟକ ବାଦାମବାଡ଼ିରେ ପୁଣି ବୋମାମାଡ଼

କଟକ: କଟକ ବାଦାମବାଡ଼ିରେ ପୁଣି ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ଥାନା ଠାରୁ ୧୦୦ମିଟର ଦୂର ଜୟଶ୍ରୀ ସିନେମା ହଲ୍‌ ନିକଟବର୍ତ୍ତୀ ରାସ୍ତାରେ ଏହି ବୋମା ମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ସୁତୁଲି ବମ୍ ପକାଇ ପଳାଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି।

ବସ୍ ଷ୍ଟାଣ୍ଡରୁ ହକର ଉଚ୍ଛେଦ ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଦୁଇ ମାସ ମଧ୍ୟରେ ବାଦାମବାଡିରେ ପଞ୍ଚମ ଥର ପାଇଁ ବୋମାମାଡ଼ ହୋଇଛି। ଯାହା ଏବେ ପୋଲିସର ଚିନ୍ତା ବଢାଇଦେଇଛି ।

ଆହୁରି ପଢ଼ନ୍ତୁ

ଓଡ଼ିଆ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ବଲାଙ୍ଗିରରେ ଚାଞ୍ଚଲ୍ୟ, ଟ୍ରାକ୍ଟର ଭଡ଼ା ପାଇଁ ଡବଲ୍‌ ମର୍ଡର!

ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

୬ ମାସ ପାଇଁ ରାଜନୀତିକ ଖସଡ଼ା ପ୍ରସ୍ତୁତ କଲା ରାଜ୍ୟ ବିଜେପି

ଜୁଲାଇରେ ରକ୍ତମୁଖା ସାଜିଛି କରୋନା

ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍‌

ମହାମାରୀରେ ମହାଯଜ୍ଞ, ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ

ଭଉଣୀଙ୍କ ଅଭିଯୋଗର ଜବାବ ରଖିଲେ ଭଉଣୀ

ଆରୋଗ୍ୟ ହେଲେ ୩୮୮ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ସହ ସେଲ୍‌ଫି ଉଠାଇଲେ ଦୁଇ ଅଧିକାରୀ, ଫଟୋ ଭାଇରାଲ୍‌