ତେଲ ନ ମିଳିବାରୁ ଟାଙ୍କି ଉପରକୁ ବୋମା ଫିଙ୍ଗିଲେ ଯୁବକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ତେଲ ପକାଇବାକୁ ନେଇ ଆରମ୍ଭ ହେଲା ବଚସା। ମାତ୍ର ଏହି ବଚସା ଏତେ ସାଂଘାତିକ ରୂପ ନେଲା ଯେ, ପେଟ୍ରୋଲ ଟାଙ୍କି ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ। ବୋମାମାଡ଼ରେ ପେଟ୍ରୋଲ ପମ୍ପର ମାପ ଓଜନ ମେସିନ ଜଳିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ, ଗତ କାଲି ରାତି ପ୍ରାୟ ୩ଟା […]

fire-n

fire-n

Niharika Rout
  • Published: Friday, 15 January 2021
  • Updated: 15 January 2021, 10:32 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ତେଲ ପକାଇବାକୁ ନେଇ ଆରମ୍ଭ ହେଲା ବଚସା। ମାତ୍ର ଏହି ବଚସା ଏତେ ସାଂଘାତିକ ରୂପ ନେଲା ଯେ, ପେଟ୍ରୋଲ ଟାଙ୍କି ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ। ବୋମାମାଡ଼ରେ ପେଟ୍ରୋଲ ପମ୍ପର ମାପ ଓଜନ ମେସିନ ଜଳିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ, ଗତ କାଲି ରାତି ପ୍ରାୟ ୩ଟା ପରେ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ବାନାମ୍ବର ମାଝୀ ଏକ ବଟଲ ଧରି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ପେଟ୍ରୋଲ ମାଗିଥିଲେ ମଧ୍ୟ ମିଳି ନ ଥିଲା। ଏହାକୁ ନେଇ   ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ତେଣୁ ଉତ୍ତ୍ୟକ୍ତ ଯୁବକଜଣକ ରାତିରେ ରାସ୍ତାରେ ଛିଡ଼ା ହୋଇ ଏକ ପେଟ୍ରୋଲ  ବମ୍‌ ଟାଙ୍କି ଉପରକୁ ପକାଇଥିଲେ। ଏଥିଯୋଗୁ ମେସିନ ହୁତୁହୁତୁ ହୋଇ  ଜଳିଥିଲା।  ଏହାଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ସଙ୍ଗେସଙ୍ଗେ ବାଲି ଓ ଗ୍ୟାସ ସାହାଯ୍ୟରେ ନିଆଁ ଲିଭାଇଥିବା ପେଟ୍ରୋଲ ପମ୍ପ ମ୍ୟାନେଜର  କହିଛନ୍ତି।

ଖଣ୍ଡପଡା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନ ଖାନ ତଲାସ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story