ହୋଟେଲ୍‌ ଉପରେ ବୋମାମାଡ଼

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ାସ୍ଥିତ ମା’ଦକ୍ଷିଣକାଳୀ ହୋଟେଲ୍‌ ଉପରେ ବୋମାମାଡ଼ ହୋଇଛି। ଏଥିରେ ହୋଟେଲ ମାଲିକଙ୍କ ଗୋଟିଏ ବାଇକ୍‌ ଓ କାର୍‌ ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ୱିତ ରାତିରେ  ୭ରୁ ୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ହୋଟେଲକୁ ଆସି ଖାଇବା ମାଗିଥିଲେ। ହେଲେ ଏତେ ରାତିରେ ଖାଦ୍ୟ ମିଳିବ ନାହିଁ ବୋଲି ଉପସ୍ଥିତ ଜଣେ ହୋଟେଲ୍‌ କର୍ମଚାରୀ ସେମାନଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ  ଦୁର୍ବୃତ୍ତମାନେ ଏକ ଲୁହା ରଡ୍‌ରେ ହୋଟେଲର […]

bike

bike

Jyoshna Pradhan
  • Published: Thursday, 13 June 2019
  • Updated: 13 June 2019, 01:49 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ାସ୍ଥିତ ମା’ଦକ୍ଷିଣକାଳୀ ହୋଟେଲ୍‌ ଉପରେ ବୋମାମାଡ଼ ହୋଇଛି। ଏଥିରେ ହୋଟେଲ ମାଲିକଙ୍କ ଗୋଟିଏ ବାଇକ୍‌ ଓ କାର୍‌ ନଷ୍ଟ ହୋଇଯାଇଛି।

ଗତକାଲି ବିଳମ୍ୱିତ ରାତିରେ  ୭ରୁ ୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ହୋଟେଲକୁ ଆସି ଖାଇବା ମାଗିଥିଲେ। ହେଲେ ଏତେ ରାତିରେ ଖାଦ୍ୟ ମିଳିବ ନାହିଁ ବୋଲି ଉପସ୍ଥିତ ଜଣେ ହୋଟେଲ୍‌ କର୍ମଚାରୀ ସେମାନଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ  ଦୁର୍ବୃତ୍ତମାନେ ଏକ ଲୁହା ରଡ୍‌ରେ ହୋଟେଲର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ସେ ଜୀବନ ବିକଳରେ ସେଠାରୁ ପଳାଇ ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ହୋଟେଲର ଗେଟ୍‌ ଭାଙ୍ଗିବା ସହ କ୍ୟାସ୍‌ ବକ୍ସରୁ ୭ରୁ୮ ହଜାର ଟଙ୍କା ଲୁଟି ନେଇଥିଲେ। ଏଥିସହ ହୋଟେଲରେ ଥିବା ଆସବାବପତ୍ର ଭାଙ୍ଗି ଦୁଇଟି ବୋମା ଫିଙ୍ଗି ଚାଲି ଯାଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story