ବିଜେଡି ନେତାଙ୍କ କାର୍ ଉପରକୁ ବୋମାମାଡ଼

ଯାଜପୁର (ଗୁଲାମ୍ ଗସ୍): ଜଣେ ବିଜେଡି ନେତାଙ୍କ କାର୍ ଉପରକୁ ଆଜି ବୋମାମାଡ଼ ହୋଇଛି। ତାଙ୍କ ନାଁ ପ୍ରସନ୍ନ ରାଉତ। ସେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ୍ ଯୁବ ବିଜେଡିର ସଭାପତି ଅଛନ୍ତି। ନାକପୁଲ ନିକଟରେ ଜଣେ ଯୁବକ ତାଙ୍କ କାର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଆସୁଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା […]

jajpur

jajpur

Jitendra Garnayak
  • Published: Saturday, 26 January 2019
  • Updated: 26 January 2019, 11:34 AM IST

Sports

Latest News

ଯାଜପୁର (ଗୁଲାମ୍ ଗସ୍): ଜଣେ ବିଜେଡି ନେତାଙ୍କ କାର୍ ଉପରକୁ ଆଜି ବୋମାମାଡ଼ ହୋଇଛି। ତାଙ୍କ ନାଁ ପ୍ରସନ୍ନ ରାଉତ। ସେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ୍ ଯୁବ ବିଜେଡିର ସଭାପତି ଅଛନ୍ତି।

ନାକପୁଲ ନିକଟରେ ଜଣେ ଯୁବକ ତାଙ୍କ କାର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି।

ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଆସୁଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ କାର୍ ଉପରକୁ ବୋମା ଫିଙ୍ଗିଥିଲେ।

ଏହି ଘଟଣା ପରେ ପ୍ରସନ୍ନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଫେରି ସେ ଧର୍ମଶାଳା ଥାନାରେ ଘଟଣା ସଂପର୍କରେ ଏତଲା ଦେଇଥିଲେ।

ପୂର୍ବ ଶତ୍ରୁତାରୁ ତାଙ୍କ ଉପରକୁ ବୋମାମାଡ଼ କରାଯାଇଛି ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୧୧ ଅଗଷ୍ଟ ୧୪ ତାରିଖରେ ମଧ୍ୟ ତାଙ୍କ ଉପରେ ବୋମାମାଡ଼ ହୋଇଥିଲା। ସେ ବାଇକ୍‌ରେ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story