ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼

ଯାଜପୁର (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼। ଯାଜପୁର ଇମାମ ନଗରେ ଘଟିଛି ଏହି ଘଟଣା। ବୋମାମାଡ଼ରେ ଆହତ ସୂଚନା ଅଧିକାର କର୍ମୀଙ୍କ ନାଁ ସର୍ବେଶ୍ୱର ବେଉରିଆ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଇମାମ ନଗର ନିକଟରେ ବୋମାମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେମାନେ କଳା ପଲ୍‌ସରରେ ଆସିଥିଲେ। ବୋମାମାଡ଼ରେ ସର୍ବେଶ୍ୱରଙ୍କ […]

jajpur

jajpur

Jitendra Garnayak
  • Published: Saturday, 27 March 2021
  • Updated: 27 March 2021, 10:55 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼। ଯାଜପୁର ଇମାମ ନଗରେ ଘଟିଛି ଏହି ଘଟଣା।

ବୋମାମାଡ଼ରେ ଆହତ ସୂଚନା ଅଧିକାର କର୍ମୀଙ୍କ ନାଁ ସର୍ବେଶ୍ୱର ବେଉରିଆ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଇମାମ ନଗର ନିକଟରେ ବୋମାମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେମାନେ କଳା ପଲ୍‌ସରରେ ଆସିଥିଲେ। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣାର ଖବର ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଖବର ଲେଖାଯିବା ସୁଦ୍ଧା କିଏ ଓ କାହିଁକି ବୋମାମାଡ଼ କଲା ତାହା ଜଣାପଡ଼ି ନାହିଁ। ତେବେ ଡଙ୍କାରୀ ଖଣି ଖନନରେ ଅନିୟମିତା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ସର୍ବେଶ୍ୱର। ଏନେଇ ସେ ଉଭୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଓ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ରାଜ୍ୟରେ ଏବେ ରାଜନୈତିକ ହିଂସା ଉପରମୁହାଁ। ଏହା ସହିତ ଏହି ଘଟଣାରେ ଡିଜିପି ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story