ବନ୍ଦ ହେଲା ବଣାଇ ମେଡିକାଲ ଓପିଡ଼ି

ବଣାଇ(ରଞ୍ଜିତ ଚୌଧୁରୀ ): ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଅକାରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୧୬ରେ ପହଞ୍ଚିଥିବା ବେଳେ କେବଳ ବଣାଇ ଉପଖଣ୍ଡରେ ମଧ୍ୟ ଏହି ସଂଖ୍ୟା ୧୫ ପାର୍‌ କରି ସାରିଲାଣି। ଏପରି ସ୍ଥିତିରେ ବଣାଇ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜେଟିଭ ଚିହ୍ନଟ ହେବା ପରେ  ଉପଖଣ୍ଡ ଡାକ୍ତରଖାନା  OPDକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବଣାଇ ମେଡିକାଲରେ କେବଳ ଜରୁରୀ ସେବା ବ୍ୟତୀତ […]

bonai-1-1

bonai-1-1

Niharika Rout
  • Published: Saturday, 11 July 2020
  • Updated: 11 July 2020, 09:31 AM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ ): ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଅକାରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୧୬ରେ ପହଞ୍ଚିଥିବା ବେଳେ କେବଳ ବଣାଇ ଉପଖଣ୍ଡରେ ମଧ୍ୟ ଏହି ସଂଖ୍ୟା ୧୫ ପାର୍‌ କରି ସାରିଲାଣି। ଏପରି ସ୍ଥିତିରେ ବଣାଇ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜେଟିଭ ଚିହ୍ନଟ ହେବା ପରେ  ଉପଖଣ୍ଡ ଡାକ୍ତରଖାନା  OPDକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ବଣାଇ ମେଡିକାଲରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି  SDMO ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story