ଶଟଡାଉନ ସମୟରେ କରୁଥିଲେ ମଦ ବେପାର, ୩ ଗିରଫ

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଳାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ଦେଖି ରାଜ୍ୟସରକାର ପ୍ରଥମେ ନାଇଟ କର୍ଫ୍ୟୁ ପରେ ଶଟଡାଉନ ଘୋଷଣା କରିଛନ୍ତି। ହେଲେ ମଦୁଆ ସାବାଡ଼ ହେଉନାହାନ୍ତି। ଖୋଲମ ଖୋଲା ମଦ ବେପାର କରୁଛନ୍ତି ।ଆଜି ଏମିତି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଣାଇ ଉପଖଣ୍ଡ ବକାରୀ ବିଭାଗ । ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି 3 ମଦୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି […]

Handcuffs

Handcuffs

Manoranjan Sial
  • Published: Monday, 10 May 2021
  • Updated: 10 May 2021, 04:42 PM IST

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଳାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ଦେଖି ରାଜ୍ୟସରକାର ପ୍ରଥମେ ନାଇଟ କର୍ଫ୍ୟୁ ପରେ ଶଟଡାଉନ ଘୋଷଣା କରିଛନ୍ତି। ହେଲେ ମଦୁଆ ସାବାଡ଼ ହେଉନାହାନ୍ତି। ଖୋଲମ ଖୋଲା ମଦ ବେପାର କରୁଛନ୍ତି ।ଆଜି ଏମିତି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଣାଇ ଉପଖଣ୍ଡ ବକାରୀ ବିଭାଗ । ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି 3 ମଦୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଲକଡାଉନ ସମୟରେ ବଣାଇ ଉପଖଣ୍ଡର ଟେନସା ଅଞ୍ଚଳରେ ବେଆଇନ ଭାବେ ଚୋରା ମଦ କାରବାର ହେଉଥିଲା । କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି 103 ବୋତଲ ବିଦେଶୀ ମଦ ଏବଂ ବହୁ ପରିମାଣର ମହୁଲୀ ଜବତ କରିଛନ୍ତି ।ଏହି ମାମଲାରେ ଟେନସା-ସି ଜୋନରୁ ମୁକେଶ କୁମାର ପାତ୍ର (୩୦), ଟେନସା-ବି ଜୋନରୁ ସୁବନ୍ଦୁ ନାୟକ(୪୫) ଓ କମଲେନ କୁଲୁ(୬୦) ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଆଜି ସୁନ୍ଦରଗଡ଼ ଜିଲ୍ଲାରୁ 3 ଜୀବନ ନେଇଥିବାବେଳେ 824 ଜଣଙ୍କୁ ଆକ୍ରାନ୍ତ ଚିହ୍ନଟ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ 11139 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story