ଲକ୍‌ଡାଉନ୍‌ ଧରାଇଦେଲା ଚୁଳ ବେପାର

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନେ ସ୍କୁଲକୁ ବହି ଯୋଗାଉଥିଲେ କୃଷ୍ଣଚନ୍ଦ୍ର ଦଳେଇ। ସମୟ ଚକ୍ରରେ ପଡ଼ି ଆସି ସେ ଚୁଳ ବେପାର କରୁଛନ୍ତି। ଘରକୁ ଘର ବୁଲି ବାଳ ସଂଗ୍ରହ କରୁଛନ୍ତି। ମହାମାରୀ କରୋନା ଏପରି ବ୍ୟବସାୟ କରିବାକୁ ତେଙ୍କୁ ବାଧ୍ୟ କରାଇଛି। କରୋନା ଲକ୍‌ଡାଉନ୍‌ ବେଳେ ଏମିତି ଦୁଃଖଦ ଖବର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି। କଟକ ଜିଲ୍ଲା ବାଙ୍କି ଅଞ୍ଚଳର କୃଷ୍ଣଚନ୍ଦ୍ର ଦଳେଇ। ପେଶାରେ ସେ ଜଣେ ବହି ବ୍ୟବସାୟୀ। ରାଜଧାନୀ ଭୁବନେଶ୍ୱରରେ ରହି […]

Kamakhayanager

Kamakhayanager

Manoranjan Sial
  • Published: Saturday, 19 June 2021
  • Updated: 19 June 2021, 06:53 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନେ ସ୍କୁଲକୁ ବହି ଯୋଗାଉଥିଲେ କୃଷ୍ଣଚନ୍ଦ୍ର ଦଳେଇ। ସମୟ ଚକ୍ରରେ ପଡ଼ି ଆସି ସେ ଚୁଳ ବେପାର କରୁଛନ୍ତି। ଘରକୁ ଘର ବୁଲି ବାଳ ସଂଗ୍ରହ କରୁଛନ୍ତି। ମହାମାରୀ କରୋନା ଏପରି ବ୍ୟବସାୟ କରିବାକୁ ତେଙ୍କୁ ବାଧ୍ୟ କରାଇଛି। କରୋନା ଲକ୍‌ଡାଉନ୍‌ ବେଳେ ଏମିତି ଦୁଃଖଦ ଖବର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି।

କଟକ ଜିଲ୍ଲା ବାଙ୍କି ଅଞ୍ଚଳର କୃଷ୍ଣଚନ୍ଦ୍ର ଦଳେଇ। ପେଶାରେ ସେ ଜଣେ ବହି ବ୍ୟବସାୟୀ। ରାଜଧାନୀ ଭୁବନେଶ୍ୱରରେ ରହି ଗୋଟିଏ ଛୋଟିଆ ଦୋକାନ କରିଥିଲେ। ଆଉ ପ୍ରତ୍ୟେକ ସ୍କୁଲକୁ ବହି ଯୋଗାଉଥିଲେ। ବ୍ୟବସାୟ ଭଲ ଚାଲିଥିଲା। ସେଥିରୁ ମାସକୁ ଘର ଭଡ଼ା ଦେଇ ୨୦ରୁ ୨୫ ହଜାର ଟଙ୍କା ସଞ୍ଚୟ କରୁଥିଲେ କୃଷ୍ଣ। ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ମହାମାରୀ କରୋନା ସବୁ ବୁଡ଼ାଇ ଦେଲା।

କରୋନା ପାଇଁ ଦିଆଗଲା ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌। ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଗଲା। ବହି ଦୋକାନ ବନ୍ଦ ହେବାରୁ ରାଜଧାନୀରେ ଆଉ ବେଶୀ ଦିନ ରହିପାରିଲେ ନାହିଁ କୃଷ୍ଣଚନ୍ଦ୍ର ଦଳେଇ। ନିରୁପାୟ ହୋଇ ଘରକୁ ଫେରିଲେ। ଘରକୁ ଫେରିଲେ ସତ, କରିବେ କଣ? ସେପଟେ ପରିବାର ଘୋର ଆର୍ଥିକ ସ୍ଥିତିରେ ଘାଣ୍ଟି ହେଲା। ଯାହାକୁ ଦେଖି ଚିନ୍ତାରେ ପଡ଼ିଗଲେ କୃଷ୍ଣ।

ଶେଷରେ ବାଳ ବେପାର କରିବାକୁ ସ୍ଥିର କଲେ। ଏବେ ଗାଁକୁ ଗାଁ ଓ ଘରକୁ ଘର ବୁଲି କରୁଛନ୍ତି ବାଳ ବେପାର। ସେଥିରୁ ଯାହା ମିଳୁଛି, ସେଥିରେ ଦୁଃଖେ କଷ୍ଟେ ଚଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story