ଆଜିଠୁ ମାଗଣାରେ ବୁଷ୍ଟର ଡୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ମାଗଣାରେ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ , ଆଜିଠୁ ୧୮ରୁ ୫୯ ବୟସ୍କଙ୍କୁ ଦିଆଯିବ ଏହି ପ୍ରିକସନ୍ ଡୋଜ୍ । ଦୀର୍ଘ ୭୫ ଦିନ ଧରି ଚାଲିବ ଏହି ଅଭିଯାନ । ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି […]

Vaccine

Vaccine

Niharika Rout
  • Published: Friday, 15 July 2022
  • Updated: 15 July 2022, 07:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ମାଗଣାରେ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ , ଆଜିଠୁ ୧୮ରୁ ୫୯ ବୟସ୍କଙ୍କୁ ଦିଆଯିବ ଏହି ପ୍ରିକସନ୍ ଡୋଜ୍ । ଦୀର୍ଘ ୭୫ ଦିନ ଧରି ଚାଲିବ ଏହି ଅଭିଯାନ ।

ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି । ଅନ୍ୟମାନେ ଆଜିଠୁ ଏହି ଡୋଜ୍ ମାଗଣାରେ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନଲାଇନ୍‌ ବୁକିଂ କରି କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଏହି ପ୍ରିକସନ୍ ଡୋଜ୍ ନେଇ ହେବ ।

କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେଉଥିବାରୁ ଗତକାଲି କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କଲେଜରେ ଟିକା ଦିଆଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଇଂଜିନିୟରିଂ କଲେଜ, ହଷ୍ଟେଲ, ଉଚ୍ଚଶିକ୍ଷାନୁଷ୍ଠାନରେ ଦିଆଯିବ ଟିକା । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଟିକାକରଣ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ରାଜ୍ୟରେ କରୋନାର ଚତୁର୍ଥ ଲହର କାୟା ମେଲାଉ ଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ୍ ନିୟମ ପାଳନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଏବେ କରୋନା ଟ୍ରେଣ୍ଡ ୮୦୦ ପାର୍‌ କରି ସାରିଛି।  ଗତକାଲି ସୁଦ୍ଧା ଆକ୍ଟିଭ କେସ୍ ସଂଖ୍ୟା  ୪୨୬୨ ଥିବାବେଳେ ୧୨ ଲକ୍ଷ ୮୨ ହଜାର ୬୯୦ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story