କାନନ ବିହାରରେ ଯୁବତୀଙ୍କୁ ହତ୍ୟା ମାମଲା:ବୟଫ୍ରେଣ୍ଡ୍‌ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର କାନନ ବିହାରରେ ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି। ସେ ହେଉଛନ୍ତି ମୃତ ଯୁବତୀ ହସିନା ଦାସଙ୍କ ବୟଫ୍ରେଣ୍ଡ୍ ପ୍ରଦ୍ୟୁମ୍ନ ପରିଡ଼ା। ଜଗତସିଂହପୁରର ଏରସମା ଅଞ୍ଚଳର ହସିନା ଏକ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ।  ଗତ ୨୫ ତାରିଖରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କାନନ ବିହାରରେ ସେ ରହୁଥିବା ଭଡ଼ାଘରେ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।  

DLRg7JXV4AAatOr

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 08:47 AM IST

ଭୁବନେଶ୍ୱର: ଭୁବନେଶ୍ୱର କାନନ ବିହାରରେ ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି। ସେ ହେଉଛନ୍ତି ମୃତ ଯୁବତୀ ହସିନା ଦାସଙ୍କ ବୟଫ୍ରେଣ୍ଡ୍ ପ୍ରଦ୍ୟୁମ୍ନ ପରିଡ଼ା।

ଜଗତସିଂହପୁରର ଏରସମା ଅଞ୍ଚଳର ହସିନା ଏକ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ।  ଗତ ୨୫ ତାରିଖରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କାନନ ବିହାରରେ ସେ ରହୁଥିବା ଭଡ଼ାଘରେ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।

 

Related story