ଭାରତ ବନ୍ଦ: ପରୀକ୍ଷା ବାତିଲ୍‌ କଲା ବିପିୟୁଟି

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 09:50 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ବନ୍ଦ ପାଇଁ ଆଜି ରାଜ୍ୟରେ ହେବାକୁ ଥିବା ବିପିୟୁଟିର ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି। ବିପିୟୁଟି ଅଧୀନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।</p> <p>ଆଜି ବିଭିନ୍ନ ବର୍ଗର ୫୫ଟି ବିଷୟରେ ପରୀକ୍ଷା ହୋଇଥାନ୍ତା। ଆସନ୍ତା ୧୨ରୁ ୨୦ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ବିପିୟୁଟି ଭିସି ନିର୍ଦ୍ଦେଶ ଦେଇଛନ୍ତି।&nbsp; ପୂର୍ବରୁ ଏପ୍ରିଲ ୨ରେ ମଧ୍ୟ ଭାରତ ବନ୍ଦ ପାଇଁ ପରୀକ୍ଷା ବାତିଲ ହୋଇଥିଲା।</p>

Related story