ବିପିୟୁଟିର ସମସ୍ତ ପରୀକ୍ଷା ଜୁନ ଓ ଜୁଲାଇରେ ହେବ

ରାଉରକେଲା (ପବନ ତିୱାରୀ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ପଟ୍ଟନାୟକ ୟୁନିର୍ଭିଟ୍‌ ଅଫ୍‌ ଟେକ୍ନୋଲୋଜି (ବିପିୟୁଟି) ଅଧୀନରେ ଥିବା ସମସ୍ତ ପରୀକ୍ଷା ଜୁନ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ହେବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଅନୁଷ୍ଠିତ ହେବ। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀ ତାଙ୍କର ଫାଇନାଲ୍‌ ସେମିଷ୍ଟର୍ ଦେବେ। ଏଥିପାଇଁ ୩୦ ଜିଲ୍ଲାରେ ପରୀକ୍ଷା ସେଣ୍ଟର କରାଯିବ। ଏହି ଫାଇନାଲ୍‌ ସେମିଷ୍ଟର୍ ପରୀକ୍ଷା ଅଫ୍‌ ଲାଇନ୍‌ରେ ଅନୁଷ୍ଠିତ […]

BPUt

Manoranjan Sial
  • Published: Saturday, 06 June 2020
  • , Updated: 06 June 2020, 09:41 PM IST

ରାଉରକେଲା (ପବନ ତିୱାରୀ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ପଟ୍ଟନାୟକ ୟୁନିର୍ଭିଟ୍‌ ଅଫ୍‌ ଟେକ୍ନୋଲୋଜି (ବିପିୟୁଟି) ଅଧୀନରେ ଥିବା ସମସ୍ତ ପରୀକ୍ଷା ଜୁନ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ହେବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଅନୁଷ୍ଠିତ ହେବ। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀ ତାଙ୍କର ଫାଇନାଲ୍‌ ସେମିଷ୍ଟର୍ ଦେବେ।

ଏଥିପାଇଁ ୩୦ ଜିଲ୍ଲାରେ ପରୀକ୍ଷା ସେଣ୍ଟର କରାଯିବ। ଏହି ଫାଇନାଲ୍‌ ସେମିଷ୍ଟର୍ ପରୀକ୍ଷା ଅଫ୍‌ ଲାଇନ୍‌ରେ ଅନୁଷ୍ଠିତ ହେବ। ଏ ନେଇ ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ‘କରୋନା’ ପାଇଁ ସେମିଷ୍ଟରକୁ ଘୁଞ୍ଚା ଯାଇଥିଲା।

Related story