ବିପିୟୁଟିର ଅଡ୍‌ ସେମିଷ୍ଟାର ପରୀକ୍ଷା ତାରିଖ ଘୋଷଣା

ରାଉରକେଲା (ପବନ ତିୱାରୀ): ବାତ୍ୟା ‘ୟାସ୍‌’ ପାଇଁ ମେ’ ୨୯, ୩୧ ଜୁନ୍‌ ୧ ଓ ୨ ତାରିଖରେ ବିଜୁ ପଟ୍ଟନାୟକ ଟେକ୍ଟିକାଲ୍‌ ୟୁନିଭର୍ସିଟି(ବିପିୟୁଟି) ଅଧୀନରେ ହେବାକୁ ଥିବା ସମସ୍ତ କଲେଜର ପରୀକ୍ଷା ସ୍ଥଗିତ ରହିଛି। ସେହିପରି ଅଡ୍‌ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ପାଇଁ ନୂଆ ତାରିଖ ଘୋଷଣା ହୋଇଛି। ବିପିୟୁଟି ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ରେଗୁଲାର/ବ୍ୟାକ ଅଡ୍‌ ସେମିଷ୍ଟାର ପରୀକ୍ଷା ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୭ ତାରିଖରେ ଶେଷ […]

BPUT

BPUT

Manoranjan Sial
  • Published: Thursday, 27 May 2021
  • Updated: 27 May 2021, 09:08 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ବାତ୍ୟା ‘ୟାସ୍‌’ ପାଇଁ ମେ’ ୨୯, ୩୧ ଜୁନ୍‌ ୧ ଓ ୨ ତାରିଖରେ ବିଜୁ ପଟ୍ଟନାୟକ ଟେକ୍ଟିକାଲ୍‌ ୟୁନିଭର୍ସିଟି(ବିପିୟୁଟି) ଅଧୀନରେ ହେବାକୁ ଥିବା ସମସ୍ତ କଲେଜର ପରୀକ୍ଷା ସ୍ଥଗିତ ରହିଛି। ସେହିପରି ଅଡ୍‌ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ପାଇଁ ନୂଆ ତାରିଖ ଘୋଷଣା ହୋଇଛି। ବିପିୟୁଟି ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ରେଗୁଲାର/ବ୍ୟାକ ଅଡ୍‌ ସେମିଷ୍ଟାର ପରୀକ୍ଷା ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୭ ତାରିଖରେ ଶେଷ ହେବ।

ବିପିୟୁଟି ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ମେ’ ୨୪ ତାରିଖରେ ହେବାକୁ ଥିବା ପରୀକ୍ଷା ୪ ଜୁନ୍‌ରେ ହେବ। ମେ’ ୨୫ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ ୫ ତାରିଖରେ ହେବ। ମେ’ ୨୬ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୭ ତାରିଖରେ ହେବ। ମେ’ ୨୭ ତାରିଖରେ ହେବାକୁ ଥିବା ଜୁନ୍‌ ୮ ତାରିଖରେ ହେବ। ମେ’ ୨୮ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୯ ତାରିଖରେ ହେବ।

No description available.

ମେ’ ୨୯ ତାରିଖରେ ହେବାର ଥିବା ପରୀକ୍ଷା ଜୁନ୍‌ ୧୧ରେ ହେବ। ମେ’ ୩୧ ତାରିଖରେ ହେବାକୁ ଥିବା ଜୁନ୍‌ ୧୨ ତାରିଖରେ କରିବାକୁ ନିର୍ଦ୍ଧାରିତ କରାଯାଇଛି। ଜୁନ୍‌ ୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୬ ତାରିଖରେ ହେବ। ଜୁନ୍‌ ୨ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୭ ତାରିଖରେ ହେବ। ଏନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ପରୀକ୍ଷା କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଅନ୍‌ଲାଇନ୍‌ରେ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନାରୁ ପ୍ରକାଶ, ବାତ୍ୟା ୟାସ୍‌ ପାଇଁ ବିପିୟୁଟି ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ବାତ୍ୟା ଗଲେ ପରେ ମେ’ ୨୯, ୩୧ ଜୁନ୍‌ ୧ ଓ ୨ ତାରିଖରେ ହେବାକୁ ଥିବା ସମସ୍ତ କଲେଜର ପରୀକ୍ଷା ସ୍ଥଗିତ ରହିଛି। ଅଡ୍‌ ସେମିଷ୍ଟାର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story