ବ୍ରହ୍ମପୁରର ତିନୋଟି ନର୍ସିଂହୋମ୍ ଉପରେ ଚଢ଼ଉ

ବ୍ରହ୍ମପୁର: ବ୍ରହ୍ମପୁରର ତିନୋଟି ନର୍ସିଂହୋମ୍ ଉପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି। ଉପ-ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢଉରେ ସିଡିଏମଓ ମୃତ୍ୟୁଞ୍ଜୟ ମିଶ୍ର ଏବଂ କୃଷି ଉପନିର୍ଦ୍ଦଶକ ସୁଦର୍ଶନ ମହାନ୍ତି ସାମିଲ୍ ଥିଲେ। ବିଶେଷ କରି ନର୍ସିଂ ହୋମ୍ ଗୁଡ଼ିକ ଆଇନ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ ଏବଂ ବିଜୁ କୃଷି କଲ୍ୟାଣ ଯୋଜନାର ପ୍ରଦତ୍ତ କାର୍ଡ ଠିକ୍ ରୂପେ ବ୍ୟବହାର ହେଉଛି କି ନାହିଁ ସେ ସଂପର୍କରେ […]

narsinghhomerechadhau

narsinghhomerechadhau

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 10:38 AM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁରର ତିନୋଟି ନର୍ସିଂହୋମ୍ ଉପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି। ଉପ-ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢଉରେ ସିଡିଏମଓ ମୃତ୍ୟୁଞ୍ଜୟ ମିଶ୍ର ଏବଂ କୃଷି ଉପନିର୍ଦ୍ଦଶକ ସୁଦର୍ଶନ ମହାନ୍ତି ସାମିଲ୍ ଥିଲେ। ବିଶେଷ କରି ନର୍ସିଂ ହୋମ୍ ଗୁଡ଼ିକ ଆଇନ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ ଏବଂ ବିଜୁ କୃଷି କଲ୍ୟାଣ ଯୋଜନାର ପ୍ରଦତ୍ତ କାର୍ଡ ଠିକ୍ ରୂପେ ବ୍ୟବହାର ହେଉଛି କି ନାହିଁ ସେ ସଂପର୍କରେ ଏହି ଟିମ୍ ଅନୁସନ୍ଧାନ କରିଥିଲେ। ଅନିୟମିତତା ହୋଇଥିବା ଦର୍ଶାଇ ଗୁରୁଦେବ ଓ ନ୍ୟୁ କେର୍ ହୋମ୍ ରେଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପ-ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story