ବ୍ରହ୍ମପୁରରେ ଟାଉନ ବସ୍ ଚଳାଚଳ ନେଇ ସମୀକ୍ଷା କଲେ : ଜିଲ୍ଲାପାଳ

ବ୍ରହ୍ମପୁର:  ବ୍ରହ୍ମପୁରରେ ଚଳାଚଳ କରୁଥିବା ଟାଉନ ବସ୍  ସମ୍ପର୍କରେ  ବିଡିଏ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ବ୍ରହ୍ମପୁର ଏସିପି, ପ୍ରଶାସନିକ ଅଧିକାରୀ, ବ୍ରହ୍ମପୁର ମେୟର, ଗୋପାଳପୁର ଓ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ସହର ସମେତ ଛତ୍ରପୁର, ଗୋପାଳପୁର ଓ ହିଞ୍ଜିଳିକାଟୁ ଯାତାୟତ କରୁଥିବା ୨୬ଟି ଟାଉନ ବସର ଲାଭ କ୍ଷତି ଓ ବିଭିନ୍ନ ସମସ୍ୟା […]

samikha

Rakesh Mallick
  • Published: Saturday, 30 May 2015
  • , Updated: 30 May 2015, 09:45 AM IST

ବ୍ରହ୍ମପୁର:  ବ୍ରହ୍ମପୁରରେ ଚଳାଚଳ କରୁଥିବା ଟାଉନ ବସ୍  ସମ୍ପର୍କରେ  ବିଡିଏ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ବ୍ରହ୍ମପୁର ଏସିପି, ପ୍ରଶାସନିକ ଅଧିକାରୀ, ବ୍ରହ୍ମପୁର ମେୟର, ଗୋପାଳପୁର ଓ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ସହର ସମେତ ଛତ୍ରପୁର, ଗୋପାଳପୁର ଓ ହିଞ୍ଜିଳିକାଟୁ ଯାତାୟତ କରୁଥିବା ୨୬ଟି ଟାଉନ ବସର ଲାଭ କ୍ଷତି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Related story