ବ୍ରହ୍ମ ବିଭ୍ରାଟ: ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆଜି ବାଲେଶ୍ୱର ପରିକ୍ରମା କରିବ

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀରୁ ବାହାରିଥିବା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଗୁରୁବାର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବା ପରେ ବାଲେଶ୍ୱର ଫେରି ଆସିଛି । ଆଜି ଏହା ଜିଲ୍ଲାର ରୁପ୍ସା, ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ଗସ୍ତ କରିବ । ଗୁରୁବାର ଦଳୀୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗ। ଓ ବେତନଟୀଠାରେ ପଥପ୍ରାନ୍ତ ସଭା କରିଥିଲେ । ସେହିପରି ସନ୍ଧ୍ୟାରେ ବାଲେଶ୍ୱରରେ ଠାରେ ଏକ ସାଧାରଣ ସଭାର ଆୟୋଜନ […]

bjp

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 05:14 AM IST

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀରୁ ବାହାରିଥିବା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଗୁରୁବାର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବା ପରେ ବାଲେଶ୍ୱର ଫେରି ଆସିଛି । ଆଜି ଏହା ଜିଲ୍ଲାର ରୁପ୍ସା, ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ଗସ୍ତ କରିବ । ଗୁରୁବାର ଦଳୀୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗ। ଓ ବେତନଟୀଠାରେ ପଥପ୍ରାନ୍ତ ସଭା କରିଥିଲେ । ସେହିପରି ସନ୍ଧ୍ୟାରେ ବାଲେଶ୍ୱରରେ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଦଳୀୟ ନେତାମାନେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

Related story