ବ୍ରହ୍ମପୁର: ମାଓନେତା ସବ୍ୟସାଚୀଙ୍କ ଲାଗି ମାମଲା ଲଢିଲେ ପତ୍ନୀ ମିଲି

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପାଇଁ କେଶ୍ ଲଢ଼ିବେ ତାଙ୍କ ପତ୍ନୀ ମିଲି ପଣ୍ଡା। ଏ ନେଇ ମିଲି ପଣ୍ଡା ବୁଧବାର ବ୍ରହ୍ମପୁର ଏଡିଜେ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି। ଓକିଲାତିନାମା ଦାଖଲ କରିବା ପରେ ତାଙ୍କ ସ୍ୱାମୀଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପତ୍ନୀ ମିଲି ପଣ୍ଡା କହିଛନ୍ତି। ସେପଟେ ଦୁଇଟି ମାମଲାରେ ସବ୍ୟସାଚୀଙ୍କୁ ବୁଧବାର ବ୍ରହ୍ମପୁର ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଗୋଟିଏ ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିରେ ଦୁଇ […]

mili padna as lawer

Rakesh Mallick
  • Published: Wednesday, 07 October 2015
  • , Updated: 07 October 2015, 01:06 PM IST

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପାଇଁ କେଶ୍ ଲଢ଼ିବେ ତାଙ୍କ ପତ୍ନୀ ମିଲି ପଣ୍ଡା। ଏ ନେଇ ମିଲି ପଣ୍ଡା ବୁଧବାର ବ୍ରହ୍ମପୁର ଏଡିଜେ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି। ଓକିଲାତିନାମା ଦାଖଲ କରିବା ପରେ ତାଙ୍କ ସ୍ୱାମୀଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପତ୍ନୀ ମିଲି ପଣ୍ଡା କହିଛନ୍ତି। ସେପଟେ ଦୁଇଟି ମାମଲାରେ ସବ୍ୟସାଚୀଙ୍କୁ ବୁଧବାର ବ୍ରହ୍ମପୁର ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଗୋଟିଏ ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିରେ ଦୁଇ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ। ଆସନ୍ତା ମାସ ୧୨ ଓ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Related story