ବ୍ରହ୍ମପୁର: ନାଳରୁ ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ନିକଟବର୍ତ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝି ଗାଁର ଏକ ନାଳରୁ ଆଜି ଏକ ଶିଶୁପୁତ୍ରକୁ ଜୀବିତ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ପ୍ରାୟ ଦେଢବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପ୍ରତ୍ୟକ୍ଷଦରର୍ଶୀଙ୍କ କହିବା ଅନୁଯାୟୀ ଗୁରୁବାର ସକାଳେ ଜଣେ ପୁରୁଷ ଓ  ମହିଳା ଶିଶୁକୁ ନାଳରେ ଛାଡ଼ି ଚାଲି ଯାଇଥିଲେ। ପରବର୍ତ୍ତି ସମୟରେ ବିଲକୁ ଯାଉଥିବା ଲୋକେ ପିଲାଟି ଜୀବିତ ଥିବା ଜାଣି ତାକୁ ସେଠାରୁ ଉଦ୍ଧାର କରିଥିଲେ । ପରେ […]

pakistan-jatiya-surakhya-paramarsha-data-sartaj-aziz-august-23-re-india-asibe

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 10:23 AM IST

ବ୍ରହ୍ମପୁର: ବ୍ରହ୍ମପୁର ନିକଟବର୍ତ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝି ଗାଁର ଏକ ନାଳରୁ ଆଜି ଏକ ଶିଶୁପୁତ୍ରକୁ ଜୀବିତ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ପ୍ରାୟ ଦେଢବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପ୍ରତ୍ୟକ୍ଷଦରର୍ଶୀଙ୍କ କହିବା ଅନୁଯାୟୀ ଗୁରୁବାର ସକାଳେ ଜଣେ ପୁରୁଷ ଓ  ମହିଳା ଶିଶୁକୁ ନାଳରେ ଛାଡ଼ି ଚାଲି ଯାଇଥିଲେ। ପରବର୍ତ୍ତି ସମୟରେ ବିଲକୁ ଯାଉଥିବା ଲୋକେ ପିଲାଟି ଜୀବିତ ଥିବା ଜାଣି ତାକୁ ସେଠାରୁ ଉଦ୍ଧାର କରିଥିଲେ । ପରେ ଚାଇଲ୍ଡ ଲାଇନ ସହାୟତାରେ ଆମ୍ବୁଲାନ୍ସରେ ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ନିଆଯାଇଛି।

Related story