ଇଲେକ୍ଟ୍ରି ଖୁଣ୍ଟିକୁ ପିଟିଲା, ଯାଉଯାଉ ପୋଖରୀରେ ଖସିଗଲା

ଆଠଗଡ(ନୀଳକଣ୍ଠ ଦୋରା): କାଲି ରାତି ପ୍ରାୟ ସାଢେ ୯ଟା ବେଳେ ଆଠଗଡ଼ କଲେଜ ରୋଡରେ ହୋ ହଲ୍ଲା ହେଲା। ଲୋକେ ଦୌଡାଦୌଡି ହେଲେ। ବୁଝୁବୁଝୁ ଜଣାପଡିଲା ବ୍ରେକ୍‌ଫେଲ ହୋଇ ମାଡ଼ିଯାଉଛି ଟ୍ରକ। ବାଟ, ଘାଟ ମାନୁନି।  ଟ୍ରକଟିର ବ୍ରେକ ଫେଲ ହେବାରୁ ଆଠଗଡ଼ କଲେଜ ରୋଡରେ ଥିବା ଇଲେକ୍ଟ୍ରି ଖୁଣ୍ଟକୁ ପ୍ରଥମେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ବହୁ କଷ୍ଟରେ ଏହାକୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଗାଡି ଡ୍ରାଇଭର ବ୍ରେକ ନ ସଜାଡି ପୁଣି ବାହାରିଲେ […]

bry

bry

Rakesh Mallick
  • Published: Friday, 25 May 2018
  • Updated: 25 May 2018, 10:15 AM IST

Sports

Latest News

ଆଠଗଡ(ନୀଳକଣ୍ଠ ଦୋରା): କାଲି ରାତି ପ୍ରାୟ ସାଢେ ୯ଟା ବେଳେ ଆଠଗଡ଼ କଲେଜ ରୋଡରେ ହୋ ହଲ୍ଲା ହେଲା। ଲୋକେ ଦୌଡାଦୌଡି ହେଲେ। ବୁଝୁବୁଝୁ ଜଣାପଡିଲା ବ୍ରେକ୍‌ଫେଲ ହୋଇ ମାଡ଼ିଯାଉଛି ଟ୍ରକ। ବାଟ, ଘାଟ ମାନୁନି।  ଟ୍ରକଟିର ବ୍ରେକ ଫେଲ ହେବାରୁ ଆଠଗଡ଼ କଲେଜ ରୋଡରେ ଥିବା ଇଲେକ୍ଟ୍ରି ଖୁଣ୍ଟକୁ ପ୍ରଥମେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ବହୁ କଷ୍ଟରେ ଏହାକୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଗାଡି ଡ୍ରାଇଭର ବ୍ରେକ ନ ସଜାଡି ପୁଣି ବାହାରିଲେ ଭୁବନେଶ୍ୱର ଅଭିମୁଖେ। ଏ କଥା ପୋଲିସ ଜାଣିବା ପରେ ଡ୍ରାଇଭରଙ୍କ ସହ ଗାଡିକୁ ନିଜ ଅଧିନକୁ ନେବାକୁ ଆରମ୍ଭ କଲା ଉଦ୍ୟମ ।

accidentଗୋଡାଗୋଡି ଆରମ୍ଭ ହେଲା । ଶେଷରେ ରାଧାଗୋଥବିନ୍ଦପୁର ସ୍କୁଲ ନିକଟରେ ପୋଲିସ ଗାଡିକୁ କାବୁ କଲା। ଥାନାକୁ ନେବାକୁ ଡ୍ରାଇଭରଙ୍କୁ କୁହାଗଲା । ହେଲେ ଡ୍ରାଇଭର ଗାଡି ବୁଲାଇବାକୁ ନାରାଜ ହେଲେ । ହେଲେ ପୋଲିସ ନଛୋଡବନ୍ଦା। ଗାଡି ଶିଘ୍ର ଥାନାକୁ ଆଣିବାକୁ କୁହାଯିବାରୁ ଡ୍ରାଇଭର ଗାଡି ବୁଲାଉଥିବା ବେଳେ ଅଣ ଓସାରିଆ ରାସ୍ତାରେ ବ୍ରେକ୍‌ ଫେଲ ଗାଡିଟି ପୋଖରୀ ଭିତରକୁ ପଶିଗଲା।

accidentଏହି ଘଟଣା ପରେ ଏବେ ପୋଲିସ ଚିନ୍ତାରେ ପଡିଛି। ଟ୍ରକ ଡ୍ରାଇଭର ବି ମହରଗରୁ ଆସି କାନ୍ତାରରେ ପଡିବା ଭଳି ସ୍ଥିତିରେ ରହିଛନ୍ତି। ଏଣେ ଏହି ଗାଡଇ ଧକ୍କାରେ କଲେଜ ପାଖ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଥିବାରୁ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story