୫୦୦୦ ଟଙ୍କା ଦେଲେ ମାଆ ମୁହଁ ଦେଖିବ!

କେନ୍ଦୁଝର (ପ୍ରଣୟ କୁମାର ପାଣି): ତୁମ ମାଆର ମୃତଦେହ ଦେଖିବ ତ ୫୦୦୦ ଟଙ୍କା ଦିଅ! କୋଭିଡ୍‌ରେ ମୃତ ମାଆଙ୍କ ଶେଷ ଦର୍ଶନ ପାଇଁ ପୁଅ ଓ ପରିବାର ଲୋକେ କାକୁତି ମିନତି ହେଉଥିବା ବେଳେ ଶ୍ମଶାନ ବନ୍ଧୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଯାହା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଅଭିଯୋଗରୁ ପ୍ରକାଶ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଅଞ୍ଚଳର ଜନୈକ […]

Keonjhar

Keonjhar

Manoranjan Sial
  • Published: Tuesday, 15 June 2021
  • Updated: 15 June 2021, 06:01 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ତୁମ ମାଆର ମୃତଦେହ ଦେଖିବ ତ ୫୦୦୦ ଟଙ୍କା ଦିଅ! କୋଭିଡ୍‌ରେ ମୃତ ମାଆଙ୍କ ଶେଷ ଦର୍ଶନ ପାଇଁ ପୁଅ ଓ ପରିବାର ଲୋକେ କାକୁତି ମିନତି ହେଉଥିବା ବେଳେ ଶ୍ମଶାନ ବନ୍ଧୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଯାହା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।

ଅଭିଯୋଗରୁ ପ୍ରକାଶ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଅଞ୍ଚଳର ଜନୈକ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକେ ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ ନକରି କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଭାଇରାଲ୍ ଭିଡ଼ିଓରେ ଶୁଣିବାକୁ ମିଳିଛି।

କୋଭିଡ ହସ୍ପିଲ୍‌ରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମହିଳାଙ୍କର ପରିବାର ଓ ସମ୍ପର୍କୀୟ ଶ୍ମଶାନରେ ପହଞ୍ଚିଥିଲେ। ହେଲେ, ମହିଳାଙ୍କର ମୁହଁ ଦେଖିବାକୁ ଦିଆଗଲା ନାହିଁ। ଏଥିପାଇଁ ଶ୍ମଶାନ ବନ୍ଧୁମାନେ ୫ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନଦେବାରୁ ଶ୍ମଶାନରୁ ସମସ୍ତଙ୍କୁ ବାହାର କରିଦିଆଯାଇ ସଂସ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଭାଇରାଲ ଭିଡ଼ିଓରେ ଥିବା ଶ୍ମଶାନ କର୍ମଚାରୀ ସିଦ୍ଧେଶ୍ୱର ନାୟକ କହିଛନ୍ତି, ମୃତକଙ୍କ ପରିବାର ଲୋକେ ଜବରଦସ୍ତ କରିବାରୁ ବିରକ୍ତ ହୋଇ ଏମିତି କଥା ଛଳରେ କହିଥିଲି। ଏନେଇ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ଶ୍ରୀ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story