ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର)ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକ ସର୍ଗତ ପଞ୍ଚାୟତ ଜୁରାବନ୍ଦ ଗାଁରେ ଆଜି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଭୋଟର ଲିଷ୍ଟ ଥିବା ଦେଖିବାକୁ ମିଳି ଥିଲା। ଏହି ଭିଡିଓରେ ବିଜେଡିର ସକ୍ରିୟ କର୍ମୀ ମାନଭଞ୍ଜନ ମିଶ୍ରଙ୍କୁ ଦେଖିବାକୁ ମିଳିଛି । ତେବେ ଭୋଟରଙ୍କୁ ଟଙ୍କା ବଣ୍ଟା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ।

tyj

tyj

Tapas Behera
  • Published: Wednesday, 17 April 2019
  • Updated: 17 April 2019, 10:04 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର)ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକ ସର୍ଗତ ପଞ୍ଚାୟତ ଜୁରାବନ୍ଦ ଗାଁରେ ଆଜି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଭୋଟର ଲିଷ୍ଟ ଥିବା ଦେଖିବାକୁ ମିଳି ଥିଲା।

ଏହି ଭିଡିଓରେ ବିଜେଡିର ସକ୍ରିୟ କର୍ମୀ ମାନଭଞ୍ଜନ ମିଶ୍ରଙ୍କୁ ଦେଖିବାକୁ ମିଳିଛି । ତେବେ ଭୋଟରଙ୍କୁ ଟଙ୍କା ବଣ୍ଟା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ।

https://youtu.be/y4MPXZCA-rU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos