ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍‌, ଯାତାୟତ ଠପ୍‌

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍। ଗଞ୍ଜାମ ସୋରଡ଼ା ତାକରଡ଼ା ଗାଁରେ ଥିବା ପୋଲ୍ ଭୁଶୁଡ଼ି ପଡ଼ିଛି। ଫଳରେ ତାକରଡ଼ା-ବଡ଼ଗଡ଼ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଲଗାତର ତିନି ଦିନ ଧରି ବହ୍ୟା ଜଗତରୁ ବିଚ୍ଛିନ୍ନ ରହିଛନ୍ତି ଏହି ଅଞ୍ଚଳର ଲୋକେ।  ଏପରି ବିଚ୍ଛିନ୍ନ ହେବା ପରେ ବି ଲୋକଙ୍କ କଥା କେହି ବୁଝୁ ନାହାନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନକୁ ବାରମ୍ବାର ଏଥିପ୍ରତି ଜଣାଇବା ପରେ ବି କେହି ପହଞ୍ଚି ନଥିବା […]

Bridge collapse

Bridge collapse

Madhupriya Mistry
  • Published: Tuesday, 16 November 2021
  • Updated: 16 November 2021, 09:33 AM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍। ଗଞ୍ଜାମ ସୋରଡ଼ା ତାକରଡ଼ା ଗାଁରେ ଥିବା ପୋଲ୍ ଭୁଶୁଡ଼ି ପଡ଼ିଛି। ଫଳରେ ତାକରଡ଼ା-ବଡ଼ଗଡ଼ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଲଗାତର ତିନି ଦିନ ଧରି ବହ୍ୟା ଜଗତରୁ ବିଚ୍ଛିନ୍ନ ରହିଛନ୍ତି ଏହି ଅଞ୍ଚଳର ଲୋକେ।  ଏପରି ବିଚ୍ଛିନ୍ନ ହେବା ପରେ ବି ଲୋକଙ୍କ କଥା କେହି ବୁଝୁ ନାହାନ୍ତି।

ସ୍ଥାନୀୟ ବ୍ଲକ ପ୍ରଶାସନକୁ ବାରମ୍ବାର ଏଥିପ୍ରତି ଜଣାଇବା ପରେ ବି କେହି ପହଞ୍ଚି ନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଏହି ରାସ୍ତା ଉପରେ ୨ ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି। ସୋରଡ଼ା ବ୍ଲକକୁ ଯିବାକୁ ଏହା ଏକମାତ୍ର ମୁଖ୍ୟ ରାସ୍ତା। ହସ୍ପିଟାଲ ଓ ଅନ୍ୟ ଆନୁସଙ୍ଗିକ କାମ ପାଇଁ ଲୋକେ ଏହାରି ଉପରେ ନିର୍ଭର କରନ୍ତି। କିନ୍ତୁ ବ୍ରିଜ୍‌ଟି ଭୁଶୁଡିପଡିବା ଯୋଗୁଁ ଏବେ ନଦୀ ପାର୍‌ ହୋଇ ଯିବାକୁ ପଡୁଥିବା ଲୋକେ କହିଛନ୍ତି।

ଗାଁର ଅନ୍ୟପଟେ ଯେଉଁ ରାସ୍ତାଟି ରହିଛି ତାହା ଖାଲଖମା ପାଣି କାଦୁଅରେ ଭର୍ତ୍ତି ହୋଇରହିଛି। ଏହି ରାସ୍ତା ଦେଇ ଗାଡ଼ିରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଦୀର୍ଘ ବର୍ଷ ହେଲା ରାସ୍ତା ଓ ପୋଲ ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story