ଶୋଇଥିଲା ବେଳେ ସାପ ନେଇଗଲା ଜୀବନ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩) ଓ ତାଙ୍କ ଭାଇ ଅବିନାଶ (୮)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସପିଟାଲ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।

SNAKE-BITE-1

SNAKE-BITE-1

Tapas Behera
  • Published: Monday, 12 August 2019
  • Updated: 12 August 2019, 05:44 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩) ଓ ତାଙ୍କ ଭାଇ ଅବିନାଶ (୮)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସପିଟାଲ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos