ମା’ ଆଗରେ ବୁଡ଼ିଗଲେ ଭାଇଭଉଣୀ

ମୋହନା (ଓଡ଼ିଶା ରିପୋର୍ଟର): ଭାଇଭଉଣୀଙ୍କ ସଲିଳ ସମାଧି। ମାଆ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇଭଉଣୀ। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସିଛି। ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)। ମା’ସହିତ ଏ ଦୁହେଁ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ ମୋହନା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେମାନଙ୍କୁ […]

801

Jitendra Garnayak
  • Published: Thursday, 08 November 2018
  • , Updated: 08 November 2018, 10:21 AM IST

ମୋହନା (ଓଡ଼ିଶା ରିପୋର୍ଟର): ଭାଇଭଉଣୀଙ୍କ ସଲିଳ ସମାଧି। ମାଆ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇଭଉଣୀ।

ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସିଛି।

ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)।

ମା’ସହିତ ଏ ଦୁହେଁ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ ମୋହନା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ମୃତଦେହ ଜବତ କରି ତଦନ୍ତ କରୁଛି।

Related story