ଭଉଣୀକୁ କଟୁରୀରେ ହାଣି ଦେଲା ଭାଇ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ନିଜ ଭଉଣୀକୁ ବିଭତ୍ସ ଭାବେ ହତ୍ୟା କଲା ଭାଇ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି । ସୂଚନା ମୁତାବକ, ରବିବାର ରାତିରେ ମମତା ଶୋଇଥିବା ବେଳେ ତାଙ୍କୁ କେହି କଟୁରୀରେ ହାଣି ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପରେ […]

murder-1

murder-1

Jitendra Garnayak
  • Published: Tuesday, 24 November 2020
  • Updated: 24 November 2020, 12:19 PM IST

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ନିଜ ଭଉଣୀକୁ ବିଭତ୍ସ ଭାବେ ହତ୍ୟା କଲା ଭାଇ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି ।

ସୂଚନା ମୁତାବକ, ରବିବାର ରାତିରେ ମମତା ଶୋଇଥିବା ବେଳେ ତାଙ୍କୁ କେହି କଟୁରୀରେ ହାଣି ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ମମତାଙ୍କ ଭାଇ କ୍ଷମା ପ୍ରସାଦ ରାଉତଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରିବା ପରେ ସେ ହିଁ ହତ୍ୟାକରି ବୋଲି ଜଣାପଡିଥିଲା । ପୁଲିସ ତାକୁ ଗିରଫ କରିଛି ।

ମୃତା ମମତା ମହିଳା ଗୋଷ୍ଠୀରୁ ଟଙ୍କା ଆଣି ଘର ଚଳାଉଥିଲେ । ଟଙ୍କା ସୁଝି ହେଉ ନ ଥିବା ବେଳେ ଏହାକୁ ନେଇ ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭାଇ କ୍ଷମା ରବିବାର ରାତିରେ ମମତାକୁ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story