ଅନୈତିକ ପ୍ରେମ ପାଇଁ ଭାଇ ରକ୍ତର ହୋଲି ଖେଳିଲା ଭାଇ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଅନୈତିକ ପ୍ରେମ ସମ୍ପର୍କ ପାଇଁ ଭାଇର ରକ୍ତରେ ହୋଲି ଖେଳିଲା ଭାଇ! ଅତି ବୀଭତ୍ସ ଭାବେ ଭାଇକୁ ହତ୍ୟାକଲା ଭାଇ। ଆଉ ତା’ପରେ ହତ୍ୟା ମାମଲାକୁ ଦୁର୍ଘଟଣାର ରୂପ ଦେବା ପାଇଁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିଲା। ଆଜି ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ। ଏହି ମାମଲାରେ ପୁଲିସ ସମ୍ପର୍କୀୟ ଭାଇକୁ ଗିରଫ କରିବା ସହିତ ୪ ଜଣ ନାବାଳକଙ୍କୁ ଉଦ୍ଧାର କରି ବାଳସୁଧାର ଗୃହକୁ […]

murder

murder

Manoranjan Sial
  • Published: Saturday, 23 January 2021
  • Updated: 23 January 2021, 07:26 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଅନୈତିକ ପ୍ରେମ ସମ୍ପର୍କ ପାଇଁ ଭାଇର ରକ୍ତରେ ହୋଲି ଖେଳିଲା ଭାଇ! ଅତି ବୀଭତ୍ସ ଭାବେ ଭାଇକୁ ହତ୍ୟାକଲା ଭାଇ। ଆଉ ତା’ପରେ ହତ୍ୟା ମାମଲାକୁ ଦୁର୍ଘଟଣାର ରୂପ ଦେବା ପାଇଁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିଲା। ଆଜି ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ। ଏହି ମାମଲାରେ ପୁଲିସ ସମ୍ପର୍କୀୟ ଭାଇକୁ ଗିରଫ କରିବା ସହିତ ୪ ଜଣ ନାବାଳକଙ୍କୁ ଉଦ୍ଧାର କରି ବାଳସୁଧାର ଗୃହକୁ ପଠାଇଛି।

ପୂରା ଘଟଣା ଏମିତି। ଡେଙ୍ଗାପଦର ଗାଁର ଟୁଲୁ ପ୍ରଧାନ ଜଣେ ବିବାହିତ ଯୁବକ। ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏ ସମ୍ପର୍କରେ ଟୁଲୁଙ୍କ ସମ୍ପର୍କୀୟ ଭାଇ ରବି ପ୍ରଧାନ ଜାଣିଥିଲେ। ଏପରିକି ଟୁଲୁଙ୍କ ପ୍ରେମ ସମ୍ପର୍କରେ ତାଙ୍କ ପତ୍ନୀଙ୍କୁ ରବି କହି ଦେଇଥିଲେ। ଯେଉଁଥିପାଇଁ ଟୁଲୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପାରିବାରିକ ସମ୍ପର୍କରେ ହୋଇଥିଲା ମତଭେଦ। ଯାହାକୁ ନେଇ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ଟୁଲୁ। ଆଉ ନିଜ ରାସ୍ତାରୁ ରବିଙ୍କୁ ହଟାଇବାକୁ କରିଥିଲେ ଯୋଜନା।

୧୮ ତାରିଖ ସନ୍ଧ୍ୟା ବେଳେ ରବି ତାଙ୍କର ଜଣେ ବନ୍ଧୁଙ୍କୁ ଛାଡ଼ିବା ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ମହୁରୀକାଳୁଆ ଛକରେ ଟୁଲୁ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅଟକାଇଥିଲେ। ସେଠାରେ ତାଙ୍କୁ ପିଟିପିଟି ମାରି ଦେଇଥିଲେ। ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରବିଙ୍କ ବାଇକ୍‌କୁ ଭାଙ୍ଗି ଦେଇଥିଲେ।

୧୯ ତାରିଖ ସକାଳେ ସ୍ଥାନୀୟ ଲୋକେ ରବିଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଦୁର୍ଘଟଣାରୁ ରବିର ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରିଥିଲା। ତେବେ ପୁଲିସର ଏହି ଅଭିଯୋଗକୁ ରବିଙ୍କ ବାପା ମାନିନଥିଲେ। ତାଙ୍କ ପୁଅକୁ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ରବିଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଶବବ୍ୟବଚ୍ଛେଦ ରିପୋର୍ଟ ଓ ରବିଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ରବିଙ୍କ ସମ୍ପର୍କୀୟ ଭାଇ ଟୁଲୁଙ୍କୁ ଗିରଫ କରିଥିବା ବେଳେ ୪ ଜଣ ନାବାଳକ ଅଭିଯୁକ୍ତଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story