୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଧରାପଡ଼ିଲେ ୩

ଜଳେଶ୍ୱର(ଅଜିତ କୁମାର ଦାସ): ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ୭୯୩ ଗ୍ରାମ ବ୍ରାଉନସୁଗାର। ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ଏହି ବ୍ରାଉନସୁଗାର ବ୍ୟବସାୟ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର କାରବାର କରୁଥିବା ଅସାମାଜିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବସ୍ତା ମୁଖପାଳ ଅଞ୍ଚଳରର ପରେଶ ଦାସ(୩୪), ଦେଭୋଗ ଅଞ୍ଚଳର ଏସ୍‌କେ ସିକୁରିଦ୍ଦିନ୍(୩୩) ଓ ଜଳେଶ୍ୱର ଶାସନବାଦ ଗ୍ରାମର […]

sized

sized

Niranjan Mishra
  • Published: Wednesday, 21 September 2022
  • Updated: 21 September 2022, 07:55 PM IST

Sports

Latest News

ଜଳେଶ୍ୱର(ଅଜିତ କୁମାର ଦାସ): ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ୭୯୩ ଗ୍ରାମ ବ୍ରାଉନସୁଗାର। ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ଏହି ବ୍ରାଉନସୁଗାର ବ୍ୟବସାୟ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର କାରବାର କରୁଥିବା ଅସାମାଜିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବସ୍ତା ମୁଖପାଳ ଅଞ୍ଚଳରର ପରେଶ ଦାସ(୩୪), ଦେଭୋଗ ଅଞ୍ଚଳର ଏସ୍‌କେ ସିକୁରିଦ୍ଦିନ୍(୩୩) ଓ ଜଳେଶ୍ୱର ଶାସନବାଦ ଗ୍ରାମର ଏସ୍‌କେ ମୁସ୍ତାଫା(୨୪)।

ସୂଚନା ମୁତାବକ, ପାର୍ବଣର ମାହୋଲ ଦେଖି ଜଳେଶ୍ୱର ଅଞ୍ଚଳରେ ସକ୍ରିୟ ହୋଇଉଠିଥିଲେ ଧଳା ଜହର ବେପାରୀ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାଡ, ବସ୍ତା ଥାନା ଅଂଚଳ ଦେଭୋଗ, ପାଉଁଶକୁଳି ଅଂଚଳରେ ମିଳିତ  ଚଢଉ କରାଯାଇଥିଲା।

ଚଢ଼ଉ ବେଳେ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ଅସମାଜିକମାନେ କେଉଁ ଠାରୁ ଧଳାଜହର ଆଣି କାରବାର କରୁଥିଲେ ସେନେଇ ଜାଣିବାକୁ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story