କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଦାମ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଅମରେନ୍ଦ୍ର […]

accused

accused

Jitendra Garnayak
  • Published: Thursday, 12 May 2022
  • Updated: 12 May 2022, 05:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଦାମ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁ। ଗୁଇନ୍ଦା ସୂଚନା ପାଇ ଗତକାଲି ରାତିରେ ଏସ୍‌ଟିଏଫ୍ ପକ୍ଷରୁ ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇଥିଲା।

ଏସ୍‌ଟିଏଫ୍‌ ପକ୍ଷରୁ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି। ୨୦୨୦ ମସିହାରୁ ଏଯାବତ ଏସ୍‌ଟିଏଫ୍ ୫୧ କେଜିରୁ ଅଧିକ ବ୍ରାଉନ ସୁଗର/ହେରଇନ୍, ୨୦୨ ଗ୍ରାମ କୋକେନ୍‌ ଓ ୯୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି। ଏହା ସହିତ ଏହି ସବୁ ଘଟଣା ଗୁଡ଼ିକରେ ୧୪୪ ଜଣ ଡ୍ରଗ୍ ମାଫିଆ ଓ ବେପାରୀ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story