୧ କୋଟି ୩୦ ଲକ୍ଷର ଧଳା ଜହର ଜବତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ପୁଣି ଧରା ପଡ଼ିଲା ଧଳ ଜହର କାରବାରର ଏକ ବଡ଼ ରାକେଟ୍‌। ଏଥର ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଏକାଥରେ ଜବତ ହେଲା ୧ କିଲୋ ୩୨୫ ଗ୍ରାମ ବ୍ରାଉନସୁଗର । ବାଲେଶ୍ୱରରୁ ଗିରଫ  ଜଣେ ବ୍ୟବସାୟୀଙ୍କଠୁ ଜବତ ଏହି ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି । ଏତେ ପରିମାଣର […]

stf-2

stf-2

Niharika Rout
  • Published: Tuesday, 18 August 2020
  • Updated: 18 August 2020, 11:40 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ପୁଣି ଧରା ପଡ଼ିଲା ଧଳ ଜହର କାରବାରର ଏକ ବଡ଼ ରାକେଟ୍‌। ଏଥର ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଏକାଥରେ ଜବତ ହେଲା ୧ କିଲୋ ୩୨୫ ଗ୍ରାମ ବ୍ରାଉନସୁଗର । ବାଲେଶ୍ୱରରୁ ଗିରଫ  ଜଣେ ବ୍ୟବସାୟୀଙ୍କଠୁ ଜବତ ଏହି ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ।

ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି । ଏତେ ପରିମାଣର ବ୍ରାଉନସୁଗର  ସେ କେଉଁଠୁ ଆଣିଲେ,  କାହାକୁ ବିକ୍ରି କରିଥାନ୍ତେ, ପଛରେ ଆଉ କିଏ କିଏ ସାମିଲ ଅଛନ୍ତି, ସବୁ ଘଟଣାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ STF ।

ଗତକାଲି ବାଲେଶ୍ୱର ସହରରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ  ଗିରଫ କରିଥିଲା ଭୁବନେଶ୍ୱର ଏସଟିଏଫ୍ ଟିମ୍ । ଗିରଫ ବ୍ୟକ୍ତି ଜଣଙ୍କ ସହରର ବସଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟୀ । ସେ କେଉଁ ଭଳି ଭାବେ ଏତେ ପରିମାଣର ବ୍ରାଉନସୁଗର ରଖିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଗତ କିଛି ବର୍ଷରେ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଧଳା ଜହର କାରବାର ସକ୍ରିୟ ହୋଇଛି । ପଶ୍ଚିମବଙ୍ଗରୁ ବାଲେଶ୍ୱର ଦେଇ ବ୍ରାଉନସୁଗର ଖୋର୍ଦ୍ଧା ଜିଲ୍ଲାକୁ ଆସୁଛି । ତେବେ ଏହି ବ୍ୟବସାୟୀ ପଛରେ କିଛି ପୁଲିସ୍‌ ଅଧିକାରୀଙ୍କ ସଂପୃକ୍ତି ଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା  ଆଇଆଇସି ଧନେଶ୍ୱର ସାହୁଙ୍କୁ ସଂପୃକ୍ତି ନେଇ ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story