ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା: ମୂଳ ମାମଲାର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବ୍ରହ୍ମଗିରି ବିଧାନସଭା ନିର୍ବାଚନ ସମ୍ପର୍କରେ ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଏକ ସ୍ପେଶାଲ ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରତିପକ୍ଷ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ନୋଟିସ୍ ଜାରି କରିବା ସହ ଏ ସମ୍ପର୍କରେ ହାଇକୋର୍ଟରେ ଚାଲିଥିବା ପ୍ରୋସିଡିଂ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଲୁଲୁ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପକ୍ଷେ […]

bramagiri

bramagiri

Rakesh Mallick
  • Published: Monday, 07 September 2015
  • Updated: 07 September 2015, 03:35 PM IST

Sports

Latest News

ନୂଆଦିଲ୍ଲୀ: ବ୍ରହ୍ମଗିରି ବିଧାନସଭା ନିର୍ବାଚନ ସମ୍ପର୍କରେ ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଏକ ସ୍ପେଶାଲ ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରତିପକ୍ଷ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ନୋଟିସ୍ ଜାରି କରିବା ସହ ଏ ସମ୍ପର୍କରେ ହାଇକୋର୍ଟରେ ଚାଲିଥିବା ପ୍ରୋସିଡିଂ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଲୁଲୁ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପକ୍ଷେ ଏହି ମାମଲାକୁ ଖାରଜ କରିବା ପାଇଁ ସଞ୍ଜୟ ଦାସବର୍ମା ହାଇକୋର୍ଟରେ ଆବେଦନ କରିଥିଲେ।

ତେବେ ହାଇକୋର୍ଟ ସଞ୍ଜୟଙ୍କ ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟକୁ ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story