ଜୀବନ ହାରିଲେ ବିଏସ୍ଏଫ୍ ଯବାନ

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ  ଜଣେ ବିଏସ୍ଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଏପରି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ ହୋଇଥିବା ବେଳେ  ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଚିତ୍ରକୋଣ୍ଡାର ୯ ନମ୍ବର ବାଟାଲିଅନ୍‌ରେ କାର୍ଯ୍ୟରତ ଥିଲେ ଯବାନ। ତେବେ କେଉଁ କାରଣରୁ ଜୀବନ ହାରିଲେ ସ୍ପଷ୍ଟ ହୋଇନି ।

Death

Death

Niharika Rout
  • Published: Wednesday, 05 August 2020
  • Updated: 05 August 2020, 08:32 AM IST

Sports

Latest News

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ  ଜଣେ ବିଏସ୍ଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଏପରି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ ହୋଇଥିବା ବେଳେ  ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।

ଚିତ୍ରକୋଣ୍ଡାର ୯ ନମ୍ବର ବାଟାଲିଅନ୍‌ରେ କାର୍ଯ୍ୟରତ ଥିଲେ ଯବାନ। ତେବେ କେଉଁ କାରଣରୁ ଜୀବନ ହାରିଲେ ସ୍ପଷ୍ଟ ହୋଇନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story