ନିର୍ବାଚନ ଭଣ୍ଡୁର ପାଇଁ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ୍‌, ଡିଫ୍ୟୁଜ୍‌ କଲା ବିଏସ୍‌ଏଫ୍‌

କୋରାପୁଟ/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପୁଲିସକୁ ମିଳିଛି ବିପୁଳ ସଫଳତା। ସର୍ଚ୍ଚ ଅପରେଶନ ବେଳେ କୋରାପୁଟରୁ ଲ୍ୟାଣ୍ଡମାଇନ୍‌ ଓ ନୂଆପଡ଼ାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପରେ ପୁଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ନିର୍ବାନଚ ପୂର୍ବରୁ କୋରାପୁଟ ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ଲମତାପୁଟ ଥାନା ବାଲେର ପଞ୍ଚାୟତ ଅନ୍ତର୍ଗତ ଲୁଗୁମ ଗାଁରେ ଲ୍ୟାଣ୍ଡମାଇନ୍‌ ଥିବା ନେଇ ସୂଚନା ମିଳିବା ପରେ […]

naxal-attack

naxal-attack

Manoranjan Sial
  • Published: Wednesday, 10 April 2019
  • Updated: 10 April 2019, 05:33 PM IST

Sports

Latest News

କୋରାପୁଟ/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପୁଲିସକୁ ମିଳିଛି ବିପୁଳ ସଫଳତା। ସର୍ଚ୍ଚ ଅପରେଶନ ବେଳେ କୋରାପୁଟରୁ ଲ୍ୟାଣ୍ଡମାଇନ୍‌ ଓ ନୂଆପଡ଼ାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପରେ ପୁଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

ନିର୍ବାନଚ ପୂର୍ବରୁ କୋରାପୁଟ ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ଲମତାପୁଟ ଥାନା ବାଲେର ପଞ୍ଚାୟତ ଅନ୍ତର୍ଗତ ଲୁଗୁମ ଗାଁରେ ଲ୍ୟାଣ୍ଡମାଇନ୍‌ ଥିବା ନେଇ ସୂଚନା ମିଳିବା ପରେ ବିଏସ୍‌ଏଫ୍ ପକ୍ଷରୁ ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ସନ୍ଦେହ କରାଯାଉଛି।

ସୂଚନାରୁ ପ୍ରକାଶ, ଆସନ୍ତାକାଲି କୋରାପୁଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଲ୍ୟାଣ୍ଡମାଇନ୍‌ ମିଳିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି।

ସେହିପରି ଛତିଶଗଡ଼ ସୀମା ନୂଆପଡ଼ା ଜିଲ୍ଲା କୋଦୋଭଟ୍ଟା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ଏଠାରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି। SOG ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିବା ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ପରେ ସର୍ଚ୍ଚବେଳେ ଉକ୍ତ ଜଙ୍ଗଲରୁ ନକ୍ସଲ ୟୁନିଫର୍ମ, ୨ଟି ପ୍ରେସରକୁକର, ୮ଟି ଜିଲୋଟିନ୍‌, ୩ ବଣ୍ଡଲ ତାର, ୪ଟି ଡିଟୋନ୍‌ନେଟ, ପାଣି ଟାଙ୍କି ଆଦି ଜବତ ହୋଇଛି। ଏଠାରେ କେତେଦିନ ଧରି ନକ୍ସଲ କ୍ୟାମ୍ପ ଚାଲିଥିଲା, ସେନେଇ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story