ପାଉଣା ପାଇଁ ଧାରଣାରେ ବସିଛନ୍ତି ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଛି। ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏପରି ସମସ୍ୟା ଉପୁଜିଛି। ଯାହାକୁ ନେଇ ବିଏସ୍‌ଏନ୍‌ଏଲ୍‌ ଗ୍ରହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଏସ୍‌ଏନ୍‌ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ରାଉରକେଲା BSNL ଟେଲିକମ୍‌ ଜିଲ୍ଲାର ଠିକା କର୍ମଚାରୀମାନେ ୧୦ ମାସ ଧରି ଦରମା ପାଇନାହାନ୍ତି। ଯାହାଫଳରେ ପାରିବାର ଚଳାଇବା କଷ୍ଟକର ହେଉଛି। ନିଜର ପ୍ରାପ୍ୟ ପାଇବା ପାଇଁ […]

rk

rk

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 09:12 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଛି। ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏପରି ସମସ୍ୟା ଉପୁଜିଛି। ଯାହାକୁ ନେଇ ବିଏସ୍‌ଏନ୍‌ଏଲ୍‌ ଗ୍ରହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଏସ୍‌ଏନ୍‌ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ରାଉରକେଲା BSNL ଟେଲିକମ୍‌ ଜିଲ୍ଲାର ଠିକା କର୍ମଚାରୀମାନେ ୧୦ ମାସ ଧରି ଦରମା ପାଇନାହାନ୍ତି। ଯାହାଫଳରେ ପାରିବାର ଚଳାଇବା କଷ୍ଟକର ହେଉଛି। ନିଜର ପ୍ରାପ୍ୟ ପାଇବା ପାଇଁ କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରିଥିଲେ। ଏହା ସତ୍ତ୍ୱେ କୌଣସି ସମାଧାନର ପନ୍ଥା ବାହାରି ପାରିଲା ନାହିଁ।

ବିଏସ୍‌ଏନ୍‌ଏଲ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ନିରାଶ ହେବା ପରେ କର୍ମଚାରୀମାନେ ଜିଲ୍ଲାର ସମସ୍ତ BSNL କାର୍ଯ୍ୟାଳୟକୁ ଅଚଳ କରି ଦେଇଛନ୍ତି। କର୍ମଚାରୀମାନେ ରାଉରକେଲା ଟେଲିକମ୍‌ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। କାର୍ଯ୍ୟାଳୟ ଭିତରକୁ କୌଣସି ଅଧିକାରୀଙ୍କୁ ଆନ୍ଦୋଳନକାରୀମାନେ ଛାଡୁନାହାନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି BSNL କର୍ମଚାରୀ  ସଂଘର ଅଧ୍ୟକ୍ଷ ସଞ୍ଜୀବ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story