ବଜେଟ୍‌ ଅଧିବେଶନ: ଧାନର ସହାୟକ ମୂଲ୍ୟ ପ୍ରସଙ୍ଗ ଉଠାଇବେ ବିରୋଧୀ

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ପ୍ରସଙ୍ଗକୁ ନେଇ ଆଜି ସରଗରମ ହୋଇପାରେ ଗୃହ। ବିରୋଧୀ ଏହି ପ୍ରସଙ୍ଗ ଆଲୋଚନା ପାଣି ପୁଣି ଦାବି ଉଠାଇ ପାରନ୍ତି। ଏହି ପ୍ରସଙ୍ଗ କେବେ ଆଲୋଚନା ହେବ ସେ ନେଇ ଆଜି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ତରଫରୁ ସର୍ବସମ୍ମତ ଭାବେ ନୋଟିସ୍‌ ଦିଆଯାଇଥିଲା। ଧାନର ସହାୟକ ମୂଲ୍ୟ ୨୮୦୦ ଟଙ୍କା କରିବାକୁ ନରସିଂହ […]

Odisha-Assembly-5-1

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 01:14 PM IST

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ପ୍ରସଙ୍ଗକୁ ନେଇ ଆଜି ସରଗରମ ହୋଇପାରେ ଗୃହ। ବିରୋଧୀ ଏହି ପ୍ରସଙ୍ଗ ଆଲୋଚନା ପାଣି ପୁଣି ଦାବି ଉଠାଇ ପାରନ୍ତି।

ଏହି ପ୍ରସଙ୍ଗ କେବେ ଆଲୋଚନା ହେବ ସେ ନେଇ ଆଜି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ତରଫରୁ ସର୍ବସମ୍ମତ ଭାବେ ନୋଟିସ୍‌ ଦିଆଯାଇଥିଲା। ଧାନର ସହାୟକ ମୂଲ୍ୟ ୨୮୦୦ ଟଙ୍କା କରିବାକୁ ନରସିଂହ ପ୍ରସ୍ତାବ ଦେଇଥିବା ବେଳେ ମହାରଥୀ ୨୫୦୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀ ସ୍ୱର୍ଗଦ୍ୱାର ଜମି ହଡ଼ପ ଓ ରାଜଧାନୀରେ ଜମି ଜାଲିଆତି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି।

Related story