ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା, ଉଚ୍ଛେଦ ହେବ ମେଘନାଦ ପାଚେରୀକୁ ଲାଗିଥିବା କୋଠା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି। ଯାହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ବିଶେଷ କରି ମେଘନାଦ ପାଚେରୀକୁ ଲାଗି ରହିଥିବା ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ର, ବିଦ୍ୟୁତ ସବ୍‌ଷ୍ଟେସନ୍‌, ଟଏଲେଟ, ପମ୍ପ ହାଉସ […]

Jagannath-Puri-temple

Jagannath-Puri-temple

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 06:34 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି। ଯାହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

ବିଶେଷ କରି ମେଘନାଦ ପାଚେରୀକୁ ଲାଗି ରହିଥିବା ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ର, ବିଦ୍ୟୁତ ସବ୍‌ଷ୍ଟେସନ୍‌, ଟଏଲେଟ, ପମ୍ପ ହାଉସ ଆଦିକୁ ଉଚ୍ଛେଦ କରାଯିବ। ତା’ସହ ପାଚେରୀକୁ ଲାଗିଥିବା ସମସ୍ତ ଦୋକାନକୁ ମଧ୍ୟ ଉଚ୍ଛେଦ କରାଯିବ। ତେବେ ଛାଉଣୀମଠ, ବଡଛତା ମଠ, ରାମଦୟା ପରିଷଦ ଆଦି ଶ୍ରୀମନ୍ଦିର ସହ ଜଡିତ ମଠମନ୍ଦିର ଭଙ୍ଗାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ହେଲେ ବର୍ତ୍ତମାନ ପରିସ୍ଥିତିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ, ତାହା ନିଷ୍ପତ୍ତି ହୋଇନାହିଁ। ପୂର୍ବରୁ ଏନ୍‌ଏସ୍‌ଜି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷାକୁ ଯାଞ୍ଚକରି ମେଘନାଦ ପାଚେରୀକୁ ଲାଗି ରହିଥିବା ଷ୍ଟ୍ରକ୍ଚଚର ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story