ଓଡ଼ିଶାରେ ତିଆରି ହେବ ସିଙ୍ଗାପୁର, ହଂକଂ ପରି ଅଟ୍ଟାଳିକା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଲାଗୁ ହେବ। ଯେ କୌଣସି ଜିଲ୍ଲା ବା ସହରରେ ଏକକ ନିୟମ ଅନୁସାରରେ ଘର ନିର୍ମାଣ କରାଯିବ। ତା’ସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା ନିର୍ମାଣକୁ ପ୍ରୋତ୍ସାହିତ କରିବ। ଆଗରୁ ୪ ମହଲା ବିଲଡିଂକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ସେଥିପାଇଁ ପ୍ଲାଟ୍‌ ସାଇଜ୍‌ ଅତି କମ୍‌ରେ ୫୦୦ ବର୍ଗ ମିଟର ହେବା […]

apartment

apartment

Manoranjan Sial
  • Published: Friday, 14 August 2020
  • Updated: 14 August 2020, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଲାଗୁ ହେବ। ଯେ କୌଣସି ଜିଲ୍ଲା ବା ସହରରେ ଏକକ ନିୟମ ଅନୁସାରରେ ଘର ନିର୍ମାଣ କରାଯିବ। ତା’ସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା ନିର୍ମାଣକୁ ପ୍ରୋତ୍ସାହିତ କରିବ।

ଆଗରୁ ୪ ମହଲା ବିଲଡିଂକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ସେଥିପାଇଁ ପ୍ଲାଟ୍‌ ସାଇଜ୍‌ ଅତି କମ୍‌ରେ ୫୦୦ ବର୍ଗ ମିଟର ହେବା ଆବଶ୍ୟକ ଥିଲା। ମାତ୍ର ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ। ସେହିପରି ପ୍ଲଟ୍‌ ସାଇଜର କୌଣସି ପ୍ରତିବନ୍ଧକ ରହିବ ନାହିଁ। ଫଳରେ ରାଜ୍ୟରେ ଅନ୍ୟ ମେଟ୍ରୋ ସିଟି ଭଳି ଦୁବାଇ, ସିଙ୍ଗାପୁର ଓ ହଂକଂ ଭଳି ନଭଶ୍ଚୁମ୍ଭୀ ଅଟ୍ଟାଳିକା ତିଆରି ହୋଇପାରିବ।

ପୂର୍ବରୁ ଘର ତିଆରି ସଂପର୍କିତ ବିଭିନ୍ନ ମଞ୍ଜୁରୀ ପାଇବା ଲାଗି ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ବହୁ ବାର ଦୌଡ଼ିବାକୁ ପଡୁଥିଲା। ନୂଆ ନିୟମରେ ଏହାର ସରଳୀକରଣ କରାଯାଇଛି। ମଡେଲ୍‌ ପ୍ଲାନ୍‌ ମୁତାବିକ ଘର ନିର୍ମାଣ କରିବାକୁ ହେଲେ ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂ ଦେଇ କାମ ଆରମ୍ଭ କରିହେବ। ପୁରୁଣା ଘର ନବୀକରଣ ଲାଗି ଅନୁମତି ଦେବାକୁ ପଡିବ ନାହିଁ। ଫ୍ଲୋର ଏରିଆ ରେସିଓ ଦେୟକୁ ୫୦ ପ୍ରିତଶତ ହ୍ରାସ କରାଯାଇଛି। ବିଭିନ୍ନ ଦେୟକୁ କିସ୍ତିରେ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି।  ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ସାମ୍ପ୍ରତିକ ସ୍ଥିତିରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରକୁ ଏହା ପ୍ରୋତ୍ସାହିତ କରିବ ବୋଲି ବିଲଡରମାନେ ମତ ଦେଇଛନ୍ତି। କାରଣ ପୂର୍ବରୁ ସପିଂ ମଲ୍‌ ପାଇଁ ୫୦ ପ୍ରତିଶତ, ବ୍ୟାବସାୟିକ କୋଠା ପାଇଁ ୪୦ ପ୍ରତିଶତ ଓ ବାସଗୃହ ପାଇଁ ୩୦ ପ୍ରତିଶତ ପାର୍କିଂ ସ୍ପେଶର ବ୍ୟବସ୍ଥା ଥିଲା। ମାତ୍ର ଏବେ ଏହାକୁ କୋହଳ କରାଯାଇଛି। ସେହିପରି ପୂର୍ବରୁ ପ୍ରକଳ୍ପ ଶେଷ ହେଲେ ଅକୁପାନ୍ସି ପ୍ରମାଣପତ୍ର ମିଳୁଥିଲା। ମାତ୍ର ଏବେ ଆଂଶିକ ଅକୁପାନ୍ସି ପ୍ରମାଣ ପତ୍ର ମିଳିପାରିବ।

ରାଜ୍ୟ ସରକାର ଘର ତିଆରି ଆଇନକୁ ଲୋକାଭିମୁଖି କରିବାକୁ ପ୍ରୟାସ କରିଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଏହା କେତେ ସଫଳ ହେଉଛି, ଦେଖିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story