ନିଆରା ପରମ୍ପରା: ଭସାଣ ଯାତ୍ରାରେ ବୁଲିଲେ ୩୦ ବଳଦ

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଭୁବନରେ ଧୁମ୍‌ଧାମରେ ହୋଇଯାଇଛି ବଳଦ ଯାତ୍ରା। ପ୍ରତିବର୍ଷ ମା’ଙ୍କ ଭସାଣ ଯାତ୍ରା ସମୟରେ ଥୁରିଆ ସଂପ୍ରଦାୟ ପକ୍ଷରୁ ଏହି ବଳଦ ଯାତ୍ରାର ଆୟୋଜନ କରାଯାଇଥାଏ। ବଳଦକୁ ସୁସଜ୍ଜିତ କରି ଗାଁ ପରିକ୍ରମା କରିବା ସହ ରୋଷଣୀରେ ନିଆଯାଏ। ଚଳିତ ବର୍ଷ ୧୩ଟି ମେଢ ସାଙ୍ଗକୁ ୩୦ଟି ବଳଦକୁ ସଜାଯାଇ ରାତି ସାରା ବୁଲାଯାଇଥିଲା। ଏହି ନିଆରା ଯାତ୍ରାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।  

Bullak cart festivak in Bhuban

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 01:34 PM IST

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଭୁବନରେ ଧୁମ୍‌ଧାମରେ ହୋଇଯାଇଛି ବଳଦ ଯାତ୍ରା। ପ୍ରତିବର୍ଷ ମା’ଙ୍କ ଭସାଣ ଯାତ୍ରା ସମୟରେ ଥୁରିଆ ସଂପ୍ରଦାୟ ପକ୍ଷରୁ ଏହି ବଳଦ ଯାତ୍ରାର ଆୟୋଜନ କରାଯାଇଥାଏ। ବଳଦକୁ ସୁସଜ୍ଜିତ କରି ଗାଁ ପରିକ୍ରମା କରିବା ସହ ରୋଷଣୀରେ ନିଆଯାଏ। ଚଳିତ ବର୍ଷ ୧୩ଟି ମେଢ ସାଙ୍ଗକୁ ୩୦ଟି ବଳଦକୁ ସଜାଯାଇ ରାତି ସାରା ବୁଲାଯାଇଥିଲା। ଏହି ନିଆରା ଯାତ୍ରାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

https://youtu.be/IbgPJ8M_LbM

 

Related story