ମାରି ରାସ୍ତାକଡ଼ରେ ପୋଡ଼ି ଦେଲେ

ରାଇରଙ୍ଗପୁର (ରାଜେଶ କୁମା ଶର୍ମା): ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଅମଳ ପାଇଁ ଗଦା କରାଯାଇଥିବା ଧାନ ଗଛ ବିଡ଼ା ଗଦାରେ ପୂରାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ। ମୃତକଙ୍କ ପରିଚୟ ମିଳିପାରିନାହିଁ। କିଏ ଏ ଘଟଣା ଭିଆଇଛି ତାହା ବି ଜଣାପଡ଼ିନି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ସହିତ ଅଗ୍ନିଶମ ବାହିନୀ ବି ଆସି […]

burnt

burnt

Jitendra Garnayak
  • Published: Monday, 10 December 2018
  • Updated: 10 December 2018, 10:53 AM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମା ଶର୍ମା): ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଅମଳ ପାଇଁ ଗଦା କରାଯାଇଥିବା ଧାନ ଗଛ ବିଡ଼ା ଗଦାରେ ପୂରାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ।

ମୃତକଙ୍କ ପରିଚୟ ମିଳିପାରିନାହିଁ। କିଏ ଏ ଘଟଣା ଭିଆଇଛି ତାହା ବି ଜଣାପଡ଼ିନି।

ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ସହିତ ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ପୋଡ଼ି ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ଏକ ରକ୍ତଲଗା ପଥର ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଣୁ ସନ୍ଦେହ କରାଯାଉଛି ଯେ ଉକ୍ତ ବ୍ୟକ୍ତିଙ୍କୁ କୌଣସି ସ୍ଥାନରୁ ଏଠାକୁ ଅଣାଯାଇ ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ।

body

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story