ଗଡ଼ୁ ଗଡ଼ୁ ଓଲଟି ପଡ଼ିଲା ‘ବୁରତାଲ କିଙ୍ଗ’

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗାଡ଼ି ପୂଜା ସରିଥିଲା। କିଛି ସମୟ ପରେ ଯାତ୍ରୀ ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗଡ଼ିଥାନ୍ତି ବସ୍‌। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ।  ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରୁ କରୁ ପାହାଡ଼ରୁ ୧୦ ଫୁଟ ତଳକୁ ଖସି ଓଲଟିଲା ବସ୍‌। ସୌଭାଗ୍ୟବଶତଃ ବସ୍‌କୁ କୌଣସି ଯାତ୍ରୀ ଉଠି ନ ଥିବା ବେଳେ ଏହି ଦୁର୍ଘଟଣାରେ କେବଳ ହେଲପର ଗୁରୁତର ହୋଇଛନ୍ତି। ଡ୍ରାଇଭର ସୁରକ୍ଷିତ  ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲରେ […]

ber-1

ber-1

Niharika Rout
  • Published: Thursday, 21 January 2021
  • Updated: 21 January 2021, 01:06 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗାଡ଼ି ପୂଜା ସରିଥିଲା। କିଛି ସମୟ ପରେ ଯାତ୍ରୀ ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗଡ଼ିଥାନ୍ତି ବସ୍‌। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ।  ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରୁ କରୁ ପାହାଡ଼ରୁ ୧୦ ଫୁଟ ତଳକୁ ଖସି ଓଲଟିଲା ବସ୍‌। ସୌଭାଗ୍ୟବଶତଃ ବସ୍‌କୁ କୌଣସି ଯାତ୍ରୀ ଉଠି ନ ଥିବା ବେଳେ ଏହି ଦୁର୍ଘଟଣାରେ କେବଳ ହେଲପର ଗୁରୁତର ହୋଇଛନ୍ତି। ଡ୍ରାଇଭର ସୁରକ୍ଷିତ  ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲରେ ଆଜି ଓଲଟିଲା ‘ବୁରତାଲ କିଙ୍ଗ ’ ନାମକ ଏକ୍ସପ୍ରେସ ବସ୍‌।

ପୂର୍ବାହ୍ନ ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ହେଲପର୍‌ ଗାଡ଼ି ପୂଜା କଲେ । ଏହାପରେ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ତାହା ଷ୍ଟାର୍ଟ ହୋଇ ନ ଥିଲା। ଏହାପରେ ହେଲପର ପଛରୁ ଗାଡ଼ିକୁ ଠେଲି ଗାଡ଼ି ଭିତରକୁ ଆସିଥିଲେ। ମାତ୍ର ବସ୍‌ଟି ଗଡ଼ୁ ଗଡ଼ୁ ଭାରସାମ୍ୟ ହରାଇ ୧୦ ଫୁଟ ତଳ ପାହାଡ଼କୁ ଓଲଟି ପଡ଼ିଥିଲା।  ଏହି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବସ ହେଲପର ରଜନୀକାନ୍ତ ମହାନ୍ତିଙ୍କୁ  ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି।

ଉକ୍ତ ସମୟରେ ବସ୍‌ରେ କୌଣସି ଯାତ୍ରୀ ନ ଥିବା ବେଳେ ବସ୍‌ଟି ଆଉ ମାତ୍ର ୧୦ ମିଟର ଗଡ଼ିବା ପରେ ଚଢିଥାନ୍ତେ ଯାତ୍ରୀ। ହେଲେ ନିଶ୍ଚିତ ଭାବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବସ୍‌ଟି ପାହାଡ଼ ତଳେ ପଡିରହିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ‘ବୁରତାଲ କିଙ୍ଗ ’ ବସ୍‌ଟି ବୁରତାଲରୁ ଜରଡା, ପାତ୍ରପୁର ଓ ଚିକିଟି ଯାତ୍ରୀଙ୍କୁ ନେଇ ଯାଇଥାନ୍ତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story