ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍ ଓଲଟି ପଡ଼ିଲା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍‌ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢେ ୬ଟା ସମୟରେ ବସ୍‌ରେ ଏକ ବୁଲାଣିରେ […]

bus accident

bus accident

Niharika Rout
  • Published: Tuesday, 02 March 2021
  • Updated: 02 March 2021, 12:32 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍‌ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢେ ୬ଟା ସମୟରେ ବସ୍‌ରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ।

[caption id="attachment_623833" align="alignnone" width="650"]Bus Accident ଦୁର୍ଘଟଣାଗ୍ରସ୍ତ ବସ୍‌।[/caption]

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଡ୍ରାଇଭରଙ୍କ ବଦଳରେ କଣ୍ଡକ୍ଟର ବସ୍‌ ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ବସ୍‌ର ଜଣେ ଯାତ୍ରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story