ଆଶୁ ଚାଲିଗଲା ଅଫେରା ରାଇଜକୁ, ମେଡ଼ିକାଲରେ ବାପା-ମଆ

କୋଣାର୍କ (ସଞ୍ଜୟ ପତି): ବାପା-ମାଆଙ୍କ ସହ କୋଣାର୍କରୁ ବାଇକ୍‌ରେ ଫେରୁଥିଲେ ୮ ବର୍ଷର ଶିଶୁ ପୁତ୍ର ଆଶୁତୋଷ। ହେଲେ ବାଟରେ ପିଟିଦେଲା ଟୁରିଷ୍ଟ ବସ୍‌। ଘରେ ପହଞ୍ଚିବା ଆଗରୁ ଅଫେରା ରାଇଜକୁ ଚାଲିଗଲେ ଆଶୁତୋଷ। ସେପଟେ ଜୀବନ ସହ ସଂଘର୍ଷ କରୁଛନ୍ତି ଆଶୁଙ୍କ ବାପା ଓ ମାଆ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ନିମାପଡା ଥାନା ନୁହାରଗିରି ଗାଁର ବଳରାମ ମହାରଣା, ତାଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ଓ ୮ ବର୍ଷର […]

Bus-Accident

Bus-Accident

Manoranjan Sial
  • Published: Monday, 15 November 2021
  • Updated: 15 November 2021, 04:39 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ବାପା-ମାଆଙ୍କ ସହ କୋଣାର୍କରୁ ବାଇକ୍‌ରେ ଫେରୁଥିଲେ ୮ ବର୍ଷର ଶିଶୁ ପୁତ୍ର ଆଶୁତୋଷ। ହେଲେ ବାଟରେ ପିଟିଦେଲା ଟୁରିଷ୍ଟ ବସ୍‌। ଘରେ ପହଞ୍ଚିବା ଆଗରୁ ଅଫେରା ରାଇଜକୁ ଚାଲିଗଲେ ଆଶୁତୋଷ। ସେପଟେ ଜୀବନ ସହ ସଂଘର୍ଷ କରୁଛନ୍ତି ଆଶୁଙ୍କ ବାପା ଓ ମାଆ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି।

ନିମାପଡା ଥାନା ନୁହାରଗିରି ଗାଁର ବଳରାମ ମହାରଣା, ତାଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ଓ ୮ ବର୍ଷର ପୁଅ ଆଶୁତୋଷ ବାଇକ୍‌ରେ ଆଜି କୋଣାର୍କ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ସାନ କୁନ୍ଦୁରା ନିକଟରେ ‘ଷୋଳପୁଅ ମାଆ’ ନାମକ ଏକ ଟୁରିଷ୍ଟ ବସ୍‌ ପଛ ପାର୍ଶ୍ୱରୁ ବାଇକ୍‌କୁ ଧକ୍କା ଦେଇଥିଲା। ବସ୍‌ଟି କୋଣାର୍କରୁ ପର୍ଯ୍ୟଟକମାନଙ୍କୁ ଧରି ଭୁବନେଶ୍ୱର ଯାଉଥିଲା ବେଳେ ଧକ୍କା ଦେଇଥିଲା।

ବାଇକ୍‌କୁ ଧକ୍କା ଦେବା ପରେ ୮ ବର୍ଷର ପୁଅ ଆଶୁତୋଷ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଏହାଛଡ଼ା ବାପା ବଳରାମ ଓ ମାଆ ସ୍ୱର୍ଣ୍ଣଲତା ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଶୁତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦମ୍ପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଦୁର୍ଘଟଣା ପରେ ବସ୍‌ ଚାଳକ ଚମ୍ପଟ ମାରିଛି। ପୁଲିସ ଯାତ୍ରୀବାହୀ ବସ୍‌କୁ ଜବତ ରଖି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story