ସକାଳୁ ସକାଳୁ ମାଟି ଗଦା ଉପରେ ଚଢ଼ିଗଲା ବସ୍‌

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ  ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସକାଳୁ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଆସୁଥିଲା। ରମ୍ଭା ଥାନା ଜାତୀୟ ରାଜପଥ ୧୬ ନଂ ପାର୍ଶ୍ୱରେ ଥିବା ରାଜୁ ଢାବା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ମାଟି ଗଦା ଉପରେ ଚଢ଼ି ଯାଇଥିଲା […]

bus

bus

Niharika Rout
  • Published: Saturday, 11 June 2022
  • Updated: 11 June 2022, 02:32 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ  ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ସକାଳୁ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଆସୁଥିଲା। ରମ୍ଭା ଥାନା ଜାତୀୟ ରାଜପଥ ୧୬ ନଂ ପାର୍ଶ୍ୱରେ ଥିବା ରାଜୁ ଢାବା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ମାଟି ଗଦା ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ବସ୍‌  ଡ୍ରାଇଭର ଓ ୭ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଖଲ୍ଲିକୋଟ ମେଡିକାଲ ଭର୍ତ୍ତି କରାଯାଇଛି। ଖବର ପାଇ ରମ୍ଭା ପୁଲିସ୍‌ ଦୁର୍ଘଟଣାର ପହଞ୍ଚି ତଦନ୍ତ କରୁଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ବସ୍‌ର ଅବଶିଷ୍ଟ ଯାତ୍ରୀଙ୍କୁ ଭୁବନେଶ୍ୱର ଯିବା ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ରମ୍ଭା ଥାନା ଅଞ୍ଚଳରେ ପ୍ରାୟ ୨ ବର୍ଷ ହେବ ଜାତୀୟ ରାଜପଥ କାମ ଚାଲୁଛି। ମାତ୍ର ଯାନବାହନ ଚଳାଚଳ ନିମନ୍ତେ କୌଣସି ବାରିକେଡ କରାଯାଉ ନ ଥିବା ବେଳେ ସିଗନାଲ ବ୍ୟବସ୍ଥା ବି କରାଯାଉନି। ଫଳରେ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି। ଆଜି ସକାଳୁ ସକାଳୁ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ରାସ୍ତା ଜାଣି ନ ପାରି ସିଧାସଳଖ ମାଟି ଉପରକୁ ଚଢ଼ି ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story