ବସ୍‌ରୁ ବାହାରିଗଲା ଚକ, ତା’ପରେ …

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 09:26 AM IST
<p>ଭବାନୀପାଟଣା( ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାରେ ବଡ଼ଧରଣର ବସ୍ &nbsp;ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ।&nbsp; ଗତରାତିରେ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍&zwnj;ର ଚକା ବାହାରିଯିବାରୁ ବେଲାମାଲ ନିକଟରେ ବସ୍&zwnj;ଟି ଦୁର୍ଘଟଣାଗ୍ରସ୍ତ ଘଟିଥିଲା। ସୌଭାଗ୍ୟ ବଶତଃ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ।</p> <p>ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇନି। ଯାତ୍ରା ଆରମ୍ଭ କରିବା ଆଗରୁ&nbsp; ବସ୍&zwnj;ର ଚକା ଠିକ୍&zwnj; ଥିଲା କି ନାହିଁ କିମ୍ୱା ତାହା ଚେକ୍&zwnj; କରାଯାଇଥିଲା କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି। ଏଥିପାଇଁ ଯେ ବସ୍&zwnj; କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ତାହା ନିଶ୍ଚିତ।</p>

Related story